କନ୍ଧନୟାଗଡ଼ ଗ୍ରାମ.ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) ଚାନ୍ଦପୁର :- କନ୍ଧନୟାଗଡ଼ ଗ୍ରା.ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ପାଳିତ I ରାମଧିନ ମାଲ୍ୟାପଣ ପ୍ରାର୍ଥନା ପ୍ରଭାତଫେରି ଓସଭା ହୋଇଥିଲା । ସରପଞ ଅରୁଣ ସୁବୁଦ୍ଧି ନାରାୟଣ ମହାପାତ ଯୁବକର୍ମୀ କୃଷ୍ଣ ଗୋପାଳ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

ଅଗନବାଡ଼ି ଆଶା କର୍ମୀ ମହିଳା ସଂଗଠିକା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଘରେଘରେ ପହଞ୍ଚାଇବାକୁ ଉପସ୍ଥିତ ସଭିଏଁ ଶପଥ ନେଇଥିଲେ  I ଗାନ୍ଦୀଙ୍କଜୀବନୀ ଓ ଚିନ୍ତନ ଉପରେ ମନୋଜଦାସ ଆଲୋକପାତ କରିଥିଲେ

Exit mobile version