ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ସାକ୍ଷୀଗୋପାଳ ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆରମ୍ଭ । ବିଜେଡି ୨୦,୨୯୯ଖଣ୍ଡ ଭୋଟ ୨୦ତମ ରାଉଣ୍ଡ ଗଣତି ସୁଦ୍ଧା ଆଗରେ ରହିଛନ୍ତି । ୧୪ ଗୋଟି ଟେବୁଲ ରେ ଗଣତି ହେଉଛି ।
୨୫ ରାଉଣ୍ଡ ଗଣତି ହେବ । ବିଜେଡି ପାଇଛି ୭୮,୩୭୭ଖଣ୍ଡ , ବିଜେପି ୫୮,୦୭୮ଖଣ୍ଡ ଓ କଂଗ୍ରେସ ୩୬୬୩ଖଣ୍ଡ ପାଇଥିବା ଜଣାପଡିଛି । ୫୦୫ ଖଣ୍ଡ ଭୋଟ ନୋଟାରେ ଯାଇଥିବା ଜଣାପଡିଛି ।
