ମନ୍ତ୍ରୀ ପ୍ରତାପ ଜେନା ଙ୍କର ମାହାଙ୍ଗା ବିକାଶ : 200 ରୁ ଉର୍ଧ କର୍ମୀ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି – ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ପ୍ରତାପଙ୍କ ର ପ୍ରତାପ ରେ ବିଜେପି ଓ କଂଗ୍ରେସ ଦଳର ମୂଳ ନିପାତ୍ …

ମାହାଙ୍ଗା ନିର୍ବାଚନ ମଣ୍ଡଳୀକୁ ବିଜେଡି ଗଡ କରିବା ପାଇଁ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା , ବିଜେପି ଓ କଂଗ୍ରେସ ର ମୂଳ ପାତ୍ କରିବା ପାଇଁ ଅଣ୍ଟା ଭିଡିଛନ୍ତି ,ଆଗାମୀ ପଞ୍ଚାୟତ ଇଲେକ୍ସନ ରେ ଦେଖାଇବେ ତାଙ୍କର ରଣକୌଶଳ

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) ଭୁବନେଶ୍ୱର,ଅଭିମନ୍ୟୁ ରିପୋର୍ଟ :- ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା ଙ୍କ ର ମାହାଙ୍ଗା ବିକାଶ, ପ୍ରଗତି ଓ ଗଠନ ମୂଳକ କାର୍ଯ୍ୟ ରେ ସନ୍ତୁଷ୍ଟ ହୋଇ ହଳଦିଆ ଗ୍ରାମ ପଂଚାୟତ ର 200 ରୁ ଉର୍ଧ କର୍ମୀ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି

ଆଜି ସକାଳ ନଅ ଟା ରେ ମନ୍ତ୍ରୀ ଙ୍କ ଅଲିଯୋଡ଼ା ସ୍ଥିତ ବାସଭବନ ରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି.ମନ୍ତ୍ରୀ ପ୍ରତାପ ଜେନା ସମସ୍ତଙ୍କୁ ସ୍ୱାଗତ କରିବା ସହ ସଂଗଠନ କୁ ମଜଭୂତ କରିବା ପାଇଁ ପରାମର୍ଶ ଦେଇଥିଲେ.

Exit mobile version