ବାଙ୍କୀ ବ୍ଲକ ବିଲିତେନ୍ତୁଲିଆରେ ଅଗ୍ନିକାଣ୍ଡ ୫ବଖରା ଘର ପୋଡି ନଷ୍ଟ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ବାଙ୍କୀ :- ଆଜି ବାଙ୍କୀ ବ୍ଲକ ବିଲିତେନ୍ତୁଲିଆ ଗ୍ରାମରେ ମଧ୍ୟାହ୍ନ ରେ  ଅଗ୍ନିକାଣ୍ଡ ଘଟି ଗୀତାଞ୍ଜଳିି ସାମଲଙ୍କ ୨ବଖରା ଚାଳଘର, ସୁବାସ ଚନ୍ଦ୍ର ସ୍ୱାଇଁଙ୍କର ୧ବଖରା, କୀର୍ତ୍ତନ ସ୍ୱାଇଁଙ୍କର ୧ବଖରା, ରମେଶ ଚନ୍ଦ୍ର ସ୍ୱାଇଁଙ୍କର ୧ବଖରା ଘର ପୋଡି ଯାଇଛି । ସମସ୍ତ ଆସବାପତ୍ର ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟହୋଇଛି ।ଦମକଳ ବାହିନୀ ଓ ଗ୍ରାମବାସୀ ପକ୍ଷରୁ  ନିଆଁ କୁ ଆୟତ କରାଯାଇଥିଲା।

Exit mobile version