ଭୁବନେଶ୍ୱର ,ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ରିଲିଫ୍ .୨୪ ଏପ୍ରିଲ, ଶୁକ୍ରବାର :- ଭୁବନେଶ୍ୱର ମଧ୍ୟମର ଯୁବନେତା ତଥା ୱାର୍ଡ ନଂ , 33ର ପୂର୍ବତନ କର୍ପୋରେଟର ସୁରେଶ ଚନ୍ଦ୍ର ଜେନା ନିଜ ଅଂଚଳରେ କରୋନା ବିରୁଦ୍ଧରେ ଅହରହ ଲଢ଼ୁଥିବା ଲଢୁଆ ଯୋଦ୍ଧାମାନଙ୍କୁ ଧନ୍ୟବାଦ ପତ୍ରମଧ୍ୟମରେ ସଂମ୍ମାନିତ କରିଥିବାରୁ ମୁଁ ଗର୍ବିତ… ଏହିଭଳି କାର୍ଯ୍ୟ ସମସ୍ତେ କରିବାକୁ ମୋର ଅନୁରୋଧ..
କରୋନା ବିରୁଦ୍ଧରେ ଅହରହ ଲଢ଼ୁଥିବା ଲଢୁଆ ଯୋଦ୍ଧା ମାନଙ୍କୁ ଧନ୍ୟବାଦ …

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
Bhubaneswar Hosts Regional AIM SUMVAAD to Drive Innovation and Collaboration Across Eastern India
by
Proprietor Abhimanyu Maharana
July 6, 2026
ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ
by
Proprietor Abhimanyu Maharana
July 6, 2026
ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ
by
Proprietor Abhimanyu Maharana
July 6, 2026
ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ
by
Proprietor Abhimanyu Maharana
July 6, 2026
ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ଜଣ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର
by
Proprietor Abhimanyu Maharana
July 6, 2026
ରଥଯାତ୍ରା ପାଇଁ ଜଳ-ସ୍ଥଳ-ଆକାଶପଥ ଉପରେ - ପୋଲିସ ରଖିବ ନଜର
by
Proprietor Abhimanyu Maharana
July 6, 2026