ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ବିୟୋଗରେ ଶୋକ ସଭା – ନୂଆଗାଁ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର ) ନୂଆଗାଁ :- ଅପରେସନ ଗଜରାଜ୍ ବେଳେ ମହାନଦୀ ର ମୁଣ୍ଡୁଳି ଠାରେ ବୋଟ୍ ଦୁର୍ଘଟଣା ରେ ଓଟିଭି ର ଚିଫ ରିପୋର୍ଟର ଅରିନ୍ଦମ ଦାସ ଙ୍କ ମୃତ୍ୟୁ ହୋଇଥିଲା ।

ତାଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଶୋକ ସଭା ପାଳନ କରାଯାଇଥିଲା  ।

Exit mobile version