ଯୁବକ କୁ ଗଳା କାଟି ହତ୍ୟା ଅଭିଯୋଗରେ – ୨ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାରବରଗଡ଼ :- ଗତ ୨୮ ତାରିଖ ରାତିରେ ଅତାବିରା ର ଜନୈକ ଯୁବକ କୁ ଅମ୍ବାପାଲି ବଞ୍ଜାରି ନାଳା ନିକଟ ଏକ ପଡ଼ିଆରେ ଗଳା ହତ୍ୟା କରାଯାଇଥିଲା । ଟାଉନ ଥାନା ପୋଲିସ ତତ୍ପରତା ସହ ଘଟଣାର ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ୨ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଏ ସଂକ୍ରାନ୍ତରେ ଟାଉନ ଥାନା ପରିସରରେ ଆଇଆଇସି ସଦାନନ୍ଦ ପୂଜାରୀ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ଦୀପକ କୁମାର ଗୋଚ୍ଛାୟତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ।

Exit mobile version