ହିଞ୍ଜିଳିକାଟୁ , ଶେଷଦେବସାହୁ,ରିପୋର୍ଟ ( ଓଡିଶାତାଜାନ୍ୟୁଜ୍ ) ରିଲିଫ ପାଣ୍ଠିକୁ ସହାୟତା . ୨୪ଏପ୍ରିଲ,ଶୁକ୍ରବାର :- ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଉଦ୍ୟମ ଜାରୀ ରଖିବା ସହ ଜନସାଧାରଣଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । ଏହୌାକୁ ଆଖି ଆଗରେ ରଖି ହିଞ୍ଜିଳିକାଟୁ ବ୍ଳକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ୭୨ ହଜାର ୧ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଚାଉଳ କଳ ମାଲିକ ସଂଘ ସଭାପତି ବିଜୟ କୁମାର ପାଢି ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ସହାୟତା ରାଶିର ଏକ ବ୍ୟାଙ୍କ ଡ଼୍ରାଫ୍ଟ ପ୍ରଦାନ କରିଥିଲେ ।
ହିଞ୍ଜିଳିକାଟୁ ବ୍ଳକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା – ହିଞ୍ଜିଳିକାଟୁ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
Punekars, will the water shortage crisis hit..?
by
Proprietor Abhimanyu Maharana
November 5, 2026
ଶିଶୁ କିଶୋର ପତ୍ରିକା 'କୃପାନେତ୍ର' ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା
by
Proprietor Abhimanyu Maharana
November 5, 2026
ଜୟଦେବ ବରିଷ୍ଠ ନାଗରିକ ମଞ୍ଚର ବୁଦ୍ଧିଜିବୀ ସମ୍ମିଳନୀ
by
Proprietor Abhimanyu Maharana
November 5, 2026
ଭୂସ୍ଖଳନ ପ୍ରଭାବିତ ପରିବାରଙ୍କୁ ଭେଟିଲେ ଉପ-ଜିଲ୍ଲାପାଳ ଓ ଏସ୍.ପି. ଆଶ୍ରୟସ୍ଥଳୀରେ ପରିବାର ସଦସ୍ୟଙ୍କ ସହ କଲେ ମଧ୍ୟାହ୍ନ ଭୋଜନ
by
Proprietor Abhimanyu Maharana
November 5, 2026
୪ର୍ଥ ଦିନରେ କନ୍ଧମାଳ ଜିଲ୍ଲାରେ 'ଆମ କଳାକାର' ଚୟନ ପ୍ରକ୍ରିୟା : ନଭେମ୍ବର ୭ ତାରିଖରେ ଶେଷ ହେବ
by
Proprietor Abhimanyu Maharana
November 5, 2026
ବୋଲାଗଡରେ ଯୁବକଙ୍କୁ ବିଭତ୍ସ ହତ୍ୟା
by
Proprietor Abhimanyu Maharana
November 5, 2026