ମେ’ ୩ ତାରିଖ ପରେ ରଥଯାତ୍ରା ସମ୍ପାଦନର ଚୁଡାନ୍ତ ପ୍ରକ୍ରିୟା ହେବ – ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ

ପୁରୀ,ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍‌ ) ପୁରୀ .୨୪ ଏପ୍ରିଲ, ଶୁକ୍ରବାର :- ମେ’ ୩ ତାରିଖ ପରେ ରଥଯାତ୍ରା ଏବଂ ସ୍ନାନ ଯାତ୍ରା ସମ୍ପାଦନର ପ୍ରକ୍ରିୟା ଚୁଡାନ୍ତ ହେବ । ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି । ଶ୍ରୀ ମନ୍ଦିର ପରିଚାଳନା କମିଟିର ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଗତପତି ମହାରାଜ ଏହି ସୂଚନା ଦେଇଛନ୍ତି ।

Exit mobile version