
କଟକ କଲେଜ ଛକ ପୂଜା କମିଟିର ସଦସ୍ୟ : ପୂଜା ଚାନ୍ଦା ମାଗି – ୨ ଜଣ ଗିରଫ


ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର) କଟକ :- କଟକ କଲେଜ ଛକ ପୂଜା କମିଟିର ସଦସ୍ୟ ପୂଜା ଚାନ୍ଦା ମାଗି ୨ ଜଣ ଗିରଫ ବେଆଇନ୍ ପୂଜା ଚାନ୍ଦା ମାଗିବା ଅଭିଯୋଗରେ ମାଲଗୋଦାମ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ କଲେଜ ଛକ ପୂଜା କମିଟିର ସଦସ୍ୟ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ଜଣେ ବ୍ୟବସାୟୀଙ୍କୁ ୧୩ ହଜାର ଟଙ୍କା ଚାନ୍ଦା ମାଗିବା ସହ ଏହାକୁ ଶୀଘ୍ର ଦେବା ପାଇଁ ତାଗିଦ କରିଥିଲେ ପୂଜା କମିଟି ସଦସ୍ୟ ।
Related Content
ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
October 3, 2026
ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ
by
Proprietor Abhimanyu Maharana
October 3, 2026
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 2, 2026
ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 2, 2026
ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ
by
Proprietor Abhimanyu Maharana
October 2, 2026
ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ
by
Proprietor Abhimanyu Maharana
October 2, 2026