କ୍ୟାପିଟାଲ ଥାନାରେ ଏତଲା, ସିସିଟିଭି ଫୁଟେଜ ଆଧାରରେ ତନାଘନା
ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :- ଲୋକସେବା ଭବନରୁ ଚୋରି । ଯୋଜନା ଓ ସଂଯୋଜନ ବିଭାଗରୁ ଚୋରି ହୋଇଛି ଲାପଟପ୍ । ଆଲମିରା ଭାଙ୍ଗି ଗୋଟିଏ ଲାପ୍ଟପ୍ ଚୋରି କରାଯାଇଛି । ତିନିଟି ଲାପଟପରୁ ଗୋଟିଏ ଲାପଟପ୍ ଚୋରି ହୋଇଛି । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
