ଶିବଶଙ୍କର ସ୍ମାରକୀ ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ

ମାନସ ସାହୁ, ସିମାଞ୍ଚଳ ସାହୁ, ହେମାନନ୍ଦ ମଲିକ, ବିରୁପାକ୍ଷ ସାହୁ, କପିଳ ମଲିକ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ମୋଟ ୩୨ ଟି ଟିମ୍ ଭାଗ ନେଇଛନ୍ତି। ପ୍ରଥମ ଦିନରେ ୨ଟି ମ୍ୟାଚ୍ ଖେଳ ହୋଇଥିଲା। ପ୍ରଥମ ମ୍ୟାଚରେ ମାଟିକୁଟି ବିଜୟ ଲାଭ କରିଥିବା ବେଳେ ଅନ୍ୟ ମ୍ୟାଚ ସିନ୍ଦ୍ରୀଗାଁ ଦଳ ବିଜୟ ଲାଭ କରିଥିଲା। ଏହି ଟୁର୍ନାମେଣ୍ଟରେ ଶିବଶଙ୍କର ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।
Related Content
ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026
ବିରିଡି ବ୍ଲକ ରେ 80 ତମ ସ୍ୱାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026
ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି
by
Proprietor Abhimanyu Maharana
August 16, 2026
ITC Aashirvaad Salt delivers Iodine nutrition to 6 Lac Children Meals
by
Proprietor Abhimanyu Maharana
August 16, 2026
ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ???
by
Proprietor Abhimanyu Maharana
August 16, 2026
ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତ ଦାନ ଶିବିର
by
Proprietor Abhimanyu Maharana
August 16, 2026