ଗଜପତି ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ : ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ସଭା ଅନୁଷ୍ଠିତ

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର ଠାରେ ବିଭିନ୍ନ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ହୋଇ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରିଥିଲେ ସ୍ବର୍ଗତ ଅରିନ୍ଦମଙ୍କ ଫୋଟ ଚିତ୍ରରେ। ଶେଷରେ କ୍ୟାଣ୍ଡେଲ ଜାଳି ଅରିନ୍ଦମଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ସମସ୍ତ ସାମ୍ବାଦିକ ।

ଆୟୋଜିତ ଏହି ଶୋକ ସଭାରେ ବରିଷ୍ଟ ସାମ୍ବାଦିକ ଦେବାଶିଷ ପାଢ଼ୀ, ବସନ୍ତ ପଣ୍ଡା, ରାମଗୋବିନ୍ଦ ଆଚାର୍ଯ୍ୟ, ସନ୍ତୋଷ ପଟନାୟକ, ସୁଜିତ ବିଷୋୟୀ, ଦିଲୀପ ଶତପଥୀ, ନାଗେଶ୍ଵର ମହାପାତ୍ର, ଗିରିଧାରୀ ପରିଛା, ପ୍ରଭାତ ପାତ୍ର, ଜିତେନ୍ଦ୍ର ବାରିକ, ସିତାନାଥ ପଣ୍ଡା, ଋଷି, ଲୋକନାଥ ପଣ୍ଡା, ଡମ୍ବୁରୁ ଧର ପଲାଇ,ବାଦଲ ବର୍ଦ୍ଧନ, ବିଜୟ ଗୌଡ଼, ହରିହର ପଟନାୟକ, ସନ୍ତୋଷ ପାଟଯୋଷୀ, ବାଳକୃଷ୍ଣ ପାଣିଗ୍ରାହି, ଶ୍ରୀକାନ୍ତ ମହାରଣା, ସରୋଜ ବୀର, ଆଦର୍ଶ ଦାସ, ପ୍ରମୁଖ ଶୋକ ପ୍ରକାଶ କରିଥିଲେ (ଗରୁଡ ଧ୍ଵଜଚୌଧୁରୀ)

Exit mobile version