ପୁଅବୋହୂ ଧିକ୍ଧୀ କ୍ : ବାଛନ୍ଦ ଭୟରେ ମାଆକୁ ଜଙ୍ଗଲରେ ଛାଡ଼ିଦେଲେ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ସେପ୍ଟେମ୍ବର ମଙ୍ଗଳବାର) ବରଗଡ଼ :- ବରଗଡ଼ ଜିଲ୍ଲା ଅତାବିରା ଗାଁ ବାଲା ବାଛନ୍ଦ କରିଦେଲେ ବୋଲି, ୮୨ ବର୍ଷୀୟା ଅସୁସ୍ଥ ବୁଢ଼ୀ ମାଆକୁ ପର କରିଦେଲେ ପୁଅବୋହୂ ଘଞ୍ଚ ଜଙ୍ଗଲରେ ଏକ ପତ୍ର କୁଡ଼ିଆ କରି, ତାକୁ ସେଇଠି ଜଙ୍ଗଲୀ ଜନ୍ତୁଙ୍କ ମୁହଁରେ ଛାଡ଼ି ଦେଇ ଆସିଲେ । 

ଲଗାଣ ବର୍ଷାରେ ବୁଢ଼ୀଟି ୧୫ ଦିନ ସେଇ ଜଙ୍ଗଲ ଭିତରେ ରହିବା ପରେ, ଖବର ପାଇ କିଛି ସ୍ୱେଚ୍ଛାସେବୀ ତାଙ୍କୁ ଦୟନୀୟ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଏମିତି ପୁଅକୁ ଧିକ୍, ଏମିତି ଗାଁକୁ ଧିକ୍ ।

Exit mobile version