ଓଡ଼ିଆ ପୁଅ ତିରୁପତି ମନ୍ଦିର ସଭ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ଗୁରୁବାରଭୁବନେଶ୍ୱର :- ଓଡ଼ିଆ ପୁଅ ତଥା ଓବିସି ମୋର୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ ତିରୁମାଲା ତିରୁପତି ଦେବସ୍ଥାନମ୍‌ସର ମନ୍ଦିର କମିଟର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ।

ଚଳିତ ବର୍ଷକୁ ମିଶାଇ ଦ୍ୱିତୀୟ ଥର ପାଇର୍ ସେ ଏହି ସଭ୍ୟ ହୋଇପାରିଛନ୍ତି । ଯାହାକି ଆମ ଓଡ଼ିଶା ପାଇଁ ଏକ ଖୁସିର ବିଷୟ । ଏଥିପାଇଁ ଓଡ଼ିଶାର ବହୁ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version