Home ଓଡ଼ିଶା ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ତଥା କର୍ମ ଯୋଗୀ ଧୀରେନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ଗୁରୁବାର) ବାଙ୍କୀ :- ବାଙ୍କୀ ଅଞ୍ଚଳର ବେଶ ଜଣାଶୁଣା ସାଇ ଭକ୍ତ କର୍ମ ଯୋଗି ତଥା ମହିଳା ସମବାୟ ବ୍ୟାଙ୍କ ର ପୂର୍ବତନ ମ୍ୟାନେଜର ଧୀରେନ କୁମାର ମହାପାତ୍ର ଙ୍କ ତାଙ୍କ ମେଡିକାଲ ଛକ ବାସ ଭବନରେ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି।ଧୀରେନ ଙ୍କ ସହାୟତା ରେ ବହୁ ବେକାର ଯୁବକ ରୋଜଗାର କ୍ଷମ ହେବା ସହ ଆଧ୍ୟାତ୍ମିକ ମାର୍ଗ ରେ ପରିଚାଳିତ ହୋଇ ଆଜି ସମାଜ ରେ ଉଚ୍ଚ ପ୍ରତିଷ୍ଠିତ ହୋଇପାରି ଛନ୍ତି।ସ୍ବର୍ଗତ ମହାପାତ୍ର ଙ୍କ ପତ୍ନୀ ସୁଜାତା ମହାପାତ୍ର ଜଣେ ସମାଜ ସେବୀ ଓ ସାଇ ଭକ୍ତ ଅଟନ୍ତି।ଆଜିର ଏହି ଶ୍ରାଦ୍ଧ କାର୍ଯ୍ୟକ୍ରମ ରେ ବାଙ୍କୀ ର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ବାଙ୍କୀ ବିଜେପି ବିଧାୟକ ପ୍ରଥି ଶୁଭ୍ରାଂଶୁ ମୋହନ ପାଢ଼ୀ, ବସ୍ତୁ ଗୁରୁ ସନ୍ଦୀପ ମିଶ୍ର, ଗାର୍ଗୀ ଦାସ,ସେଂହାଁସୁ ଦାସ,ବରିଷ୍ଠ ସାମ୍ବାଦିକ ପ୍ରବୀଣ କୁମାର ସାହୁ,ଡାକ୍ତର ରିତିକ ଦାସ,କନ୍ୟା ସ୍ୱତା ମହାପାତ୍ର,ଅର୍ପ୍ରୀତା ମହାପାତ୍ର, ଅନନ୍ଦିତା ମହାପାତ୍ର,ଜୋଇଁ କୃଷ୍ଣଚନ୍ଦ୍ର ଗଜେନ୍ଦ୍ର, ଅନୀଲ କୁମାର ମହାନ୍ତି, ଜଗତ ନାରାୟଣ,ସାମ୍ବାଦିକ ମନୋଜ ଦଳେଇ ,ଅଶୋକ ରଣା ,ସମବାୟବିତସମରେନ୍ଦ୍ର ମହାପାତ୍ର ଙ୍କ ସମିତ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।ପୁତ୍ର ସ୍ୱସ୍ତିକ ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଗୌତମ ମିଶ୍ର ,ବାଙ୍କୀ Categories: ଓଡ଼ିଶା, କଟକ, ଦେଶ, ହୋମ୍ Related Content ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସେବା ସଂକଳ୍ପ ଅଭିଯାନ’ ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ by Proprietor Abhimanyu Maharana September 19, 2026 ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026