ରଣପୁର : ଲଘୁଚାପ ଜନିତ ବର୍ଷା ଯୋଗୁଁ ରାସ୍ତା ଘାଟ ଶୂନଶାନ୍ ଓ ବ୍ୟବସାୟ ମାନ୍ଦା

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ) ନୟାଗଡ଼ ଜିଲ୍ଲା ରଣପୁର :- ସୂଚନା ରଣପୁର : ଲଘୁଚାପ ଜନିତ ବର୍ଷା ଯୋଗୁଁ ରାସ୍ତା ଘାଟ ଶୂନଶାନ୍ ଓ ବ୍ୟବସାୟ ମାନ୍ଦା.  ଗତକାଲି ଠାରୁ ଛତିଆ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି, ଝିପିଝିପି ବର୍ଷା ସାଂଗକୁ ଅସରାଏ ପ୍ରବଳ ବର୍ଷା ଜନ ଜୀବନ କୁ ବିପର୍ଯ୍ୟସ୍ତ କରିଦେଇଛି,

କରୋଣା କଟକଣା ପ୍ରତ୍ୟାହାର ପରେ ବ୍ୟବସାୟ ଭଲ ଚାଲିବ ବୋଲି ବ୍ୟବସାୟୀ ମାନେ ଭାବି ଥିଲେ କିନ୍ତୁ ଲଘୁଚାପ ଜନିତ ଦୁଇ ଦିନ ଧରି ବର୍ଷା ବ୍ୟବସାୟ କୁ ମାନ୍ଦା କରି ଦେଇଛି । ଆଜି ଅଳ୍ପ ସଂଖ୍ୟକ ଦୋକାନ ଖୋଲି ଥିବାର ଦେଖିବାକୁ ମିଳିଥିଲା ରଣପୁର ।

Exit mobile version