ଟାଫେ ପକ୍ଷରୁ ଓଡିଶାରେ ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକ -୪ଡବ୍ଲୁ ଟ୍ରାକ୍ଟରର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ଭୁବନେଶ୍ୱର :- ଅଗ୍ରଣୀ ଟ୍ରାକ୍ଟର ପ୍ରସ୍ତୁତକାରୀ କମ୍ପାନୀ, ଟାଫେ ଟ୍ରାକ୍ଟର ଏବଂ ଫାର୍ମ ଲିମିଟେଡ ପକ୍ଷରୁ ଡାଇନାଟ୍ରାକ ସିରିଜର ୪ ହ୍ୱିଲ ଡ୍ରାଇଭ (୪ଡବ୍ଲୁଡି)ବିଶିଷ୍ଟ ଟ୍ରାକ୍ଟର ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକର ଶୁଭାରମ୍ଭ କରାଯାଇଛି । ମେସି ଫୁର୍ଗସନ ଡାଇନାଟ୍ରାକ ଏକ ଅତ୍ୟାଧୁନିକ ରେଞ୍ଜର ଟ୍ରାକ୍ଟର ଯାହା ଗୋଟିଏ ଶକ୍ତିଶାଳୀ ଟ୍ରାକ୍ଟରକୁ ଅତ୍ୟଧିକ ଶକ୍ତି, ଗତିଶୀଳ ପ୍ରଦର୍ଶନୀ, ଆରାମଦାୟକ ପ୍ରଯୁକ୍ତି, ଅନୁପମ ଉପଯୋଗୀତା ଏବଂ ନିପୁଣତା ପ୍ରଦାନ କରୁଛି । ଏମଏଫ ଡାଇନାଟ୍ରାକ ସିରିଜର ନୂତନ ୪ଡବ୍ଲୁଡି ଭିନ୍ନତା ୪୪ ଏଚପି ରେଞ୍ଜର ଏମଏଫ ୨୪୪ ଡାଇନାଟ୍ରାକ ୪ଡବ୍ଲୁ ଏବଂ ୪୬ ଏଚପି ରେଞ୍ଜର ଏମଏଫ ୨୪୬ ଡାଇନାଟ୍ରାକ ୪ଡବ୍ଲୁଡି ଅତ୍ୟଧିକ ଉତ୍ପାଦନ, ଅତ୍ୟାଧୁନିକ କାର୍ଯ୍ୟ ସମ୍ବନ୍ଧୀୟ ଆରାମ, ଶ୍ରେଷ୍ଠ ମାଇଲେଜ ଏବଂ ଅନୁପମ ସ୍ଥାୟୀତ୍ୱ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ।

ଏହି ନୂତନ ରେଞ୍ଜ ଟ୍ରାକ୍ଟରରେ ଉନ୍ନତ ଡାଇନାଲିଫ୍ଟ ହ୍ରାଇଡ୍ରାଲିକ୍ସ, କ୍ୱାଡ୍ରା ପିଟିଓ, ୨୪ ସ୍ପିଡ ସୁପର ସର୍ଟଲ ଗିଅର ବକ୍ସ, ଡୁଆଲ ଡାଇଫ୍ରାଗାମ କ୍ଲଚ, ଅଲଟ୍ରା ପ୍ଲାନେଟୋରୀ ପ୍ଲସ, ମାକ୍ସ ଅଏଲ ବ୍ରେକସ (ଓଆଇବି), ସେରାମେଟାଲିକ କ୍ଲଚ ପ୍ଲେଟ ଏବଂ ଉଚ୍ଚ ପିଟିଓ ପ୍ଲେସମେ� ମୁଖ୍ୟ ବୈଶିଷ୍ଟ୍ୟ ଅଟେ ଯାହା ସମସ୍ତ ପ୍ରକାରର ଉପକରଣ ପାଇଁ ସଠିକ କରିଥାଏ ଏବଂ ଦେଶର ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରୁଛି । ୪ଡବ୍ଲୁଡି ଚୟନ ଉଭୟ ଷ୍ଟାଣ୍ଡାର୍ଡ ଏବଂ ହାଇ-ଲଗ ଟାୟାର ଭିନ୍ନତା ସହିତ ଉପଲବ୍ଧ । ଡାଇନାଟ୍ରାକ – ବୃହତ ଅଲରାଉଣ୍ଡର ଟ୍ରାକ୍ଟର (ସବସେ ବଡା ଅଲରାଉଣ୍ଡର) ଲୋ କମ୍ପ୍ରମାଇଜ ପ୍ରଦର୍ଶନୀ ବର୍ଷ ଯାକ କୃଷି, ଦ୍ରବ୍ୟ ପରିବହନ ଏବଂ ବାଣିଜ୍ୟିକ ପ୍ରୟୋଗ ପାଇଁ ପ୍ରଯୁଜ୍ୟ । ଡାଇନାଟ୍ରାକ ସିରିଜର ସମ୍ପୂର୍ଣ୍ଣ ସିଲ ହୋଇଥିବା ସମ୍ମୁଖ ଏକ୍ସେଲ କଠିନ ପ୍ରୟୋଗ ତଥା ବର୍ଷାରେ ଜମିଥିବା ଜମି ପାଇଁ ଉତ୍କୃଷ୍ଟ ଅଟେ, ଏବଂ ଏହା ଫାର୍ମରେ ସହଜ ଗତିଶୀଳତା ଏବଂ ଡୋଜର ପରି ସ୍ୱତନ୍ତ୍ର ଗଠନ ପାଇଁ ଅତ୍ୟଧିକ ସ୍ଥାନ ପ୍ରଦାନ କରିଥାଏ ।

ସୁପର ସଟଲ ବର୍ଷା ଜଳ ଜମା ହେଇଥିବା ଜମିରେ ଅତ୍ୟଧିକ ଉତ୍ପାଦନ ଏବଂ କମ ପରିମାଣର କଷ୍ଟ ସହିତ ଲୋଡର ପ୍ରୟୋଗକୁ ସୁନିଶ୍ଚିତ କରିଥାଏ ା ୨୪-ସ୍ପିଡ ଗିଅର ବକ୍ସ ସହିତ ୧୨ ଭିନ୍ନ ର୍ଫୱାଡ ଏବଂ ୧୨ ରିଭର୍ସ ସ୍ପିଡ ସହିତ ପ୍ରତି ଘ�ାରେ ୩୫ କିଲୋମିଟରର ଟପ ସ୍ପିଡ ବର୍ଷା ଜଳ ଜମିଥିବା ଜମିରେ ପ୍ରୟୋଗ ପାଇଁ ଉଚ୍ଚ ରିଭର୍ସ ସ୍ପିଡ ଏବଂ ବ୍ୟବସାୟିକ ବ୍ୟବହାରରେ ଅଧିକ ଟ୍ରିପ ସମ୍ପର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ । ଉଚ୍ଚ ପିଟିଓ ଉଚ୍ଚତା ଏବଂ ଶ୍ରେଷ୍ଠ ଶ୍ରେଣୀର ଗ୍ରାଉଣ୍ଡ କ୍ଲିୟରାନ୍ସ ଏହି ଟ୍ରାକ୍ଟରଗୁଡିକୁ ବର୍ଷା ଜଳ ଜମିଥିବା ଗଭୀର କ୍ଷେତରେ ଶ୍ରେଷ୍ଠ କରୁଛି ଏବଂ ସହଜରେ ବଣ୍ଡକୁ ଏବଂ ବିପଦକୁ ଗତି କରିବା ପାଇଁ ଉଚ୍ଚ ପରିବହନ ମାତ୍ରା ପ୍ରଦାନ କରୁଛି । ଏହି ବିଭାଗର ଉଚ୍ଚତମ ଲିଫ୍ଟ କ୍ଷମତା ୨୦୫୦ କେଜିଏଫ ଭାରୀ ଉପକରଣ ତଥା କୃଷିରେ ଆଳୁ ପ୍ଲା�ର ଏବଂ ବାଲେର୍ସକୁ ସହଜରେ ପରିବହନ ଏବଂ ବ୍ୟବସାୟିକ ପ୍ରୟୋଗରେ ସମ୍ଭାଳିଥାଏ । ସ୍ୱତନ୍ତ୍ର ଏବଂ ଅତ୍ୟନ୍ତ ଲୋକପ୍ରିୟ ୪ଇନ ୧ କ୍ୱାଡ୍ରା ପିଟିଓ ସମ୍ପୂର୍ଣ୍ଣ ବର୍ଷରେ ସମସ୍ତ ଷ୍ଟେସନାରୀ ଏବଂ ଡାଇନାମିକ ପ୍ରୟୋଗ ପାଇଁ ଟ୍ରାକ୍ଟରର ସର୍ବତୋମୁଖି ପ୍ରତିଭାକୁ ବୃଦ୍ଧି କରିଥାଏ ଯାହାକି ଅତ୍ୟଧିକ ଲାଭଦାୟକ କରିଥାଏ ା

Exit mobile version