ଦିଗହରା ହେଉଛି ମୋ ସେବା କେନ୍ଦ୍ର : ରୋଜଗାର ବଦଲରେ ଲୁଟୁଛି

ଓଡ଼ିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶନିବାର) ଗଜପତି :- ଲୋକାର୍ପିତ ହେବାର ସାତମାସ ପରେ ମଧ୍ୟ ଆଗେଇ ପାରୁନି ମୋ ସେବା କେନ୍ଦ୍ରର ଭାଗ୍ୟ ଭବିଶ୍ୟତ । ଗତ ମାର୍ଚ୍ଚ ମାସ ୫ ତାରିଖ ବିଜୁ ପଟ୍ଟନାୟକ ଜନ୍ମ ତିଥି ଅବରରେ, ମୁଖ୍ୟମନ୍ରୀ ନବିନ ପଟ୍ଟନାୟକ ଓଡିଶାର ପୁରାଜିଲ୍ଲିର ଜନସାଧାରଣଙ୍କ ଦୁଆର ଆଗରେ ସେବା ଯୋଗାଇବା ଲକ୍ଷରେ ୫ଟି ଅର୍ନ୍ତଗତ ମାଧ୍ୟମରେ ଲୋକାର୍ପିତ କଲେ ମୋ ସେବା କେନ୍ଦ୍ର ବା ଓଡିଶା ଓ୍ୟାନ୍ ଫୋର୍ଟାଲ । ଯାହା ଦ୍ୱାରା ଓଡିଶାର ୭୦୦୦ ହଜାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ପାଇବେ ବୋଲି ଘୋଷଣା କରିଥିଲେ ।

ଏହାକୁ ସୁଚାର ରୁପେ ତୁଲାଇବା ପାଇଁ ସହଜ ନାମକ ଏକ ସଂସ୍ଥା ଏହାର ଦାଇତ୍ୱ ନେଲା । ଯାହା ଫଳରେ ପ୍ରଥମେ ସହଜ ସଂସ୍ଥା ଗ୍ରାମ ପଂଚାୟତ ନିକଟରେ ମୋ ସେବା କେନ୍ଦ୍ର ଖୋଲାଇବା ନିମନ୍ତେ ଆଗ୍ରହି ଯୁବକ ଯୁବତିଙ୍କ ଠାରୁ ପ୍ରଥମେ ୫୦୦୦ ଟଙ୍କା ନେଇ ମୋ ସେବା କେନ୍ଦ୍ର ଖୋଲାଇ ଥିଲା । କିନ୍ତୁ ପରେ ପରେ ଆହୁରି ଅତ୍ୟାଧିକ ଟଙ୍କା ଦାବି କାଲା ସହଜ । ଏହାର କାରଣ ପଚାରିଲେ ଏ ଇ ପି ଏସ ଏବଂ ଆଇଆରସିଟି ସୁବିଧା ସହଜ ଓବ୍ ସାଇଟରେ ଉପଲଦ୍ଦ ଥିବାରୁ ଏହାକୁ ପଞିକରଣ କରିବା ପାଇଁ ଏହି ଅର୍ଥ ନିଆଯାଉଥିବା ଦାବି କରୁଛି ।

କିନ୍ତୁ ଅନ୍ୟ ପକ୍ଷରେ ଏହି ସେବା ଗୁଡିକ ଅତି କମ୍ ଅର୍ଥରେ ମିଲୁଛି । ତଥାପି ଏଠିକାର ଭି ଏଲ ଇ ମାନେ ଏହି ଟଙ୍କା ଦେବା ନିମନ୍ତେ ରାଜି ଅଛନ୍ତି କିନ୍ତୁ ମୋ ସେବା କେନ୍ଦ୍ରର ପ୍ରତିଶୃତି ଦେଇଥିବା ସମସ୍ତ ସେବା ପ୍ରଦନ କରି ଓବ୍‌ସାଇଟ୍‌ର ଲିଙ୍ଗ୍ ଦିଆଯାଇଛି ଯାହା ସାଧାରଣ ଲୋକ ମଧ୍ୟ ବ୍ୟବହାର କରିପରିବେ । ତାହେଲେ ମୋ ସେବା କେଦ୍ର ଖୋଲିବାର ପ୍ରହସନ କଣ ପାଇଁ ବୋଲି ପୁଂଞି ନିବେଶ କରିଥିବା ବେକାର ଯୁବକ ଯୁବତି ପ୍ରଶ୍ନ କରିଛନ୍ତି ।

ସହଜର ସଂସ୍ଥା ଏହି ମନମୁଖୀ କାଯ୍ୟ ଏବଂ ମୋ ସେବା କେନ୍ଦ୍ର ପ୍ରତିଶୃତି ଦେଇଥିବା ପ୍ରକାରେ ବିଜୁ ସ୍ୱସ୍ଥ୍ୟ ବିମା କାର୍ଡ ଏବଂ ତହସିଲରସେବା ଗୁଡିକ କେବଳ ମୋ ସେବା କେନ୍ଦ୍ରରେ ଉପଲଦ୍ଦ କରିବା ସକାଶେ ଶୁକ୍ରବାର ଦିନ ଗଜପତି ଜିଲ୍ଲାର ସମସ୍ତ ମୋ ସେବା କେନ୍ଦ୍ର ନେଇ କାର୍ଯ୍ୟ କରୁଥିବା ଯୁବକ ଯୁବତି ଏକ ହୋଇ ଗଜପତି ସବ୍ କଲେକ୍ଟରଙ୍କ ମାଧ୍ୟମରେ ନିଜର ଦାବି ଗୁଡିକ ମୂଖ୍ୟ ମନ୍ତ୍ରୀ ଏବଂ ସହଜ ସଂସ୍ଥାକୁ ଅବଗତ

Exit mobile version