ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରଫ

ଓଡ଼ିଶା ତାଜା ନିୟୁଜ୍ (୨୮ ଅଗଷ୍ଟ ଶନିବାର ) ବରଗଡ଼ ଅଫିସ :- ବରଗଡ଼ ସହରର ଗଳିକନ୍ଦିରେ ଚାଳିଛି ନିଶା କାରବାର । ଏଥିରୁ ସ୍ଥାନୀୟ ଉପ କାରାଗାର(ସବ୍ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଆଜି ବରଗଡ଼ ଟାଉନ ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ବେଳେ ସବ୍ଜେଲରେ କାର୍ଯ୍ୟରତ ସୁଇପର ଆକାଶ ସିନ୍ଦ୍ରିଆଙ୍କ କ୍ବାର୍ଟରରୁ ୨ହଜାର ବୋତଲ କଫ ସିରଫ ଜବତ କରାଯାଇଛି । ପୋଲିସ ସୁଇପର ସିନ୍ଦ୍ରିଆଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି ।
Related Content
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍ଯାପିତ
by
Proprietor Abhimanyu Maharana
November 11, 2026
ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ରେ ୫୯ତମ କୁମାର ଉତ୍ସବ ଉଦ୍ଘାଟିତ
by
Proprietor Abhimanyu Maharana
November 11, 2026
ପୁରୀରେ ଅନୁଷ୍ଠିତ ହେଲା ‘ଜଗନ୍ନାଥ ପଞ୍ଚାମୃତ ଯୋଗ ଧର୍ମ ସମ୍ମିଳନୀ'
by
Proprietor Abhimanyu Maharana
November 11, 2026
ନୟାଗଡ଼ରେ ନୂତନ ଆଧାର ସେବା କେନ୍ଦ୍ର ଉଦଘାଟିତ
by
Proprietor Abhimanyu Maharana
November 11, 2026
ବୃତ୍ତଙ୍ଗ ବାସଚ୍ୟୁତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା, ୧୮ ଅଭିଯୋଗର ଶୁଣାଣି
by
Proprietor Abhimanyu Maharana
November 11, 2026
ମାଲକାନଗିରିରେ ମାନବ ଚାଲାଣ ନିରୋଧ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
November 11, 2026