ବାଇକ୍ ଲୁଟେରା କୁ ଗିରଫ କଲା ଚାନ୍ଦପୁର ଥାନା ପୁଲିସ୍

ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ନୟାଗଡ :- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ୍ ଦୁଇ ଜଣ ବାଇକ୍ ଲୁଟେରା କୁ ଗିରଫ କରିଛି । ସୂଚନା ଅନୁଯାୟୀ ବେଗୁନିଆ ଜାମୁସାହି ଗ୍ରାମ ର ସୁନିଲ ଜେନା ଏବଂ ରାଜୁ ଝାଡ ପଡ଼ା ଗ୍ରାମ ରେ ପଶି ନିରଞ୍ଜନ ସେଠୀ ଙ୍କ ପଲସର୍ ବାଇକ୍ ( ଓଡ଼ି ୩୩ ଏମ୍ ୫୫୩୬)ନଂ ଗାଡ଼ି କୁ ଚୋରାଇ ନେଇଥିଲେ ।

ଏ ନେଇ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ନିରଞ୍ଜନ।ଚାନ୍ଦପୁର ଥାନା ଅଧିକାରୀ ୧୨ ଘଣ୍ଟା ମଧ୍ୟରେ ଗାଡ଼ି କୁ ଟ୍ରାକ କରି ବାଇକ୍ ଲୁଟେରା ସୁନିଲ ଓ ରାଜୁ କୁ ଗିରଫ କରି ନିରଞ୍ଜନ କୁ ବାଇକ୍ ହସ୍ତାନ୍ତର କରିଥିଲେ ।
 

Exit mobile version