ଦୁଇଟି ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ

ବୁଧବାର ସକାଳୁ ମନ୍ଦିର ପୂଜକ ପଞ୍ଚାନନ ମହାପାତ୍ର ଓ ସଂସାରୀ ମହାପାତ୍ର ପୂଜା କରିବାକୁ ଗଲାବେଳେ ଦାନ ହୁଣ୍ଡି ପାଇନଥିଲେ । ଖୋଜାଖୋଜି କରିବା ପରେ ହୁଣ୍ଡି ବାକ୍ସ ମନ୍ଦିର ପଛପଟୁ ଭଙ୍ଗା ଅବସ୍ଥାରେ ମିଳିଥିଲା । ଏହାପରେ ମନ୍ଦିର ପୂଜକ ଦୁଇଜଣ ମନ୍ଦିର କମିଟିକୁ ଖବର ଦେଇଥିଲେ । ଏନେଇ ମନ୍ଦିର କମିଟି କର୍ତ୍ତୃପକ୍ଷ ଚକାପାଦ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।
Related Content
ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
August 17, 2026
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୮୦ ତମ ସ୍ବାଧିନତା ଦିବସ ଉତ୍ସବ ପାଳିତ
by
Proprietor Abhimanyu Maharana
August 17, 2026
ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ସାଇବର ସୁରକ୍ଷା କୁ ନେଈ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
August 17, 2026
ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଯୋଗୁଁ ଡ଼ିଜିପି ପଦକ ପାଇଲେ ଆର.ଉଦୟଗିରି ଏସଡିପିଓ
by
Proprietor Abhimanyu Maharana
August 16, 2026
ଗୁମ୍ମା ବ୍ଲକ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ଅନଷ୍ଠିତ
by
Proprietor Abhimanyu Maharana
August 16, 2026
ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କାରେ ଯୁବକଙ୍କ ମୃତ୍ୟୁ
by
Proprietor Abhimanyu Maharana
August 16, 2026