ବାଲେଶ୍ୱର ବସ୍ତା, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) ଗୁରୁବାର, ଏପ୍ରିଲ 16.4.2020 ଦୀପ୍ତିମାନ୍ ପତି :– ବସ୍ତା ପୋଲିସକୁ ପ୍ରଶଂସା । କରୋନା ସମୟରେ ଲୋକଙ୍କୁ କିଭଳି ବସ୍ତା ଥାନାର ଆଇ.ଆଇ.ସି.ମାନସ ଦେଓଙ୍କ ଦ୍ୱ।ରା ପୋଲିସ ସେବା ଯୋଗାଇଦେଉଛି ତାକୁ ନେଇ ବାଲେଶ୍ୱର ମେଡିକାଲ ଆସୋସିଏସନ ଓ ରାଜଘାଟ ଜୀବନସାଥୀ ସଂଗଠନର ସଂପାଦକ ଯୁବ ସମାଜ ସେବକ ଦୀପ୍ତିମାନ୍ ପତି ପ୍ରଶଂସା କରିଛନ୍ତି । ଜାତୀୟ ସଙ୍କଟ ଥିବା ବେଳେ ପୋଲିସ ଅଧିକାରୀମାନେ କିଭଳି ଲୋକମାନଙ୍କୁ ସୁରକ୍ଷା ଦେବା ସହ ଡାକ୍ତରଙ୍କୁ ସୁରକ୍ଷା ଦେଉଥିବାରୁ ଏହାକୁ ପ୍ରଶଂସା କରାଯାଇଛି । ସେମାନେ ମଧ୍ୟ କହିଛନ୍ତି ଯେ ଏହି ସଂଗ୍ରାମରେ ଆପଣଙ୍କ ସହିତ ମଧ୍ୟ ଆମ୍ଭେମାନେ ଛିଡା ହୋଇଛି ଏହାକୁ ଆମେ ନିଶ୍ଚୟ ଜିତିବା ବୋଲି ଦୃଢୋକ୍ତିରେ ମଧ୍ୟ କହିଛନ୍ତି ।
ବସ୍ତା ପୋଲିସର କାର୍ଯ୍ୟକୁ ପ୍ରସଂଶା କଲା ରାଜଘାଟର ଜୀବନସାଥୀ ସଂଗଠନ ଓ ବାଲେଶ୍ୱର ମେଡିକାଲ ଆସୋସିଏସନ।

- Categories: Uncategorized, ଓଡ଼ିଶା, ହୋମ୍
Related Content
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
by
Proprietor Abhimanyu Maharana
September 14, 2026
ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର
by
Proprietor Abhimanyu Maharana
September 13, 2026
ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର
by
Proprietor Abhimanyu Maharana
September 13, 2026