ଭୁବନେଶ୍ୱର ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର , ବୁଧବାର ଏପ୍ରିଲ 15.4.2020, :- ଏହି ଘଡ଼ିସନ୍ଧି ମୂହୂର୍ତର ମୁକାବିଲା ପାଇଁ ଏହାର ଗ୍ରାହକମାନଙ୍କୁ ପ୍ରସ୍ତୁତ ରଖିବା ନିମନ୍ତେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏୟାରଟେଲ ଥ୍ୟାଙ୍କସ ଆପ୍ର ବ୍ୟାଙ୍କିଙ୍ଗ ସେକ୍ସନ ଅଧିନରେ ଏକ ଉତ୍ସଗୀକୃତ ‘ଫାଇଟ କରୋନା’ ସେକ୍ସନ ପ୍ରସ୍ୁତ କରାଯାଇଛି । ଏହି ସେକ୍ସନ ଜରିଆରେ ଗ୍ରାହକମାନେ ସେମାନଙ୍କ ଏୟାରଟେଲ ପେମେଂଟ ବ୍ୟାଙ୍କ ଆକାଉଂଟର ବ୍ୟବହାର କରି ସିଧାସଳଖ ପିଏମ କେୟାର ଫଣ୍ଡରେ ଯୋଗଦାନ କରିପାରିବେ । ଏହା ବ୍ୟତୀତ ଗ୍ରାହକମାନେ ଆପୋଲୋ ୨୪/୭ ମାଗଣା ଡିଜିଟାଲ ସେଲ୍ଫ ରିସ୍କ ଆସେସମେଂଟ ଟେଷ୍ଟ ମଧ୍ୟ ନେଇପାରିବେ । ଲକ୍ଷଣ ଗୁଡ଼ିକର ବିଶ୍ଲେଷଣ ପାଇଁ କେତେକ ସାଧାରଣ ପ୍ରଶ୍ନକୁ ନେଇ ଏହି ଟେଷ୍ଟ ଗଠିତ, ଯାହାକି ଏକ ରିସ୍କ ସ୍କୋର ସୃଷ୍ଟି କରିଥାଏ ଏବଂ ଗ୍ରହଣ କରିଯିବା କେତେକ ଗରୁତ୍ୱପୂର୍ଣ୍ଣ ପ୍ରତିଷେଧକ ବ୍ୟବସ୍ଥା ସମେତ ଆଗାମୀ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେଇଥାଏ । ନିଜକୁ ଆର୍ଥିକ ଦିଗରୁ ସୁରକ୍ଷା ଦେବାକୁ ଚାହୁଁଥିବା ଗ୍ରାହକମାନେ ଏହି ସେକ୍ସନ ମାଧ୍ୟମରେ କୋଭିଡ-୧୯କୁ ଅନ୍ତର୍ଭୁକ୍ତ କରୁଥିବା ଭାରତୀ ଆକ୍ସା ଗ୍ରୁପ ହେଲ୍ଥ ଆସ୍ୟୋର ପଲିସିର କ୍ରୟ ମଧ୍ୟ କରିପାରିବେ । କୋଭିଡ-୧୯ ପାଇଁ ଏହି ପଲିସି ପ୍ରଥମ ଦିନର କ୍ରୟରୁ ହିଁ ସୁରକ୍ଷା ଯୋଗାଉଛି ଏବଂ ନିର୍ଦ୍ଧିଷ୍ଟ ସୁନିଶ୍ଚିତ ରାଶି ୨୫,୦୦୦ଟଙ୍କା ପାଇଁ ଏହାକୁ ୪୯୯ ଟଙ୍କାରେ କ୍ରୟ ମଧ୍ୟ କରାଯାଇପାରିବ ।
ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏୟାରଟେଲ ଥ୍ୟାଙ୍କସ ଆପରେ ‘ଫାଇଟ କରୋନା’ ସେକ୍ସନର ଶୁଭାରମ୍ଭ

- Categories: Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
Related Content
ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ
by
Proprietor Abhimanyu Maharana
July 25, 2026
Navi Mumbai’s Kharghar Temple Hosts Bahuda Yatra
by
Proprietor Abhimanyu Maharana
July 25, 2026
Raipur’s Jagannath Temple Hosts Bahuda Yatra
by
Proprietor Abhimanyu Maharana
July 25, 2026
ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ
by
Proprietor Abhimanyu Maharana
July 25, 2026
New Delhi’s Hauz Khas Jagannath Temple hosts Bahuda Yatra
by
Proprietor Abhimanyu Maharana
July 25, 2026
ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମ୍ପନ୍ନ
by
Proprietor Abhimanyu Maharana
July 25, 2026