ମାହାଙ୍ଗା (ଓଡିଶା ତାଜା ନ୍ୟୁଜ୍ ) ମାହାଙ୍ଗା,ଏପ୍ରିଲ 15.4.2020, ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ :- କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ ଡାଉନ ଯୋଗୁ ଅଚଳା ବସ୍ତା ଜାରିରହିଛି , ରାଜ୍ୟର ଆର୍ଥିକ ସ୍ଥିତି ଧୀରେ ଧୀରେ ଦୁର୍ବଳ ହେଉଥିବାବେଳେ କରୋନା ର ମୁକାବିଲା ପାଇଁ ମାହାଙ୍ଗା ବ୍ଲକ ନାହାଙ୍ଗ ପଂଚାୟତ ଡ଼ିହିଗୋପ ଗ୍ରାମବାସୀ ଓ ଏହି ଗ୍ରାମରେ ଥିବା ଏ ଜେ ଆଗ୍ରୋ କମ୍ପାନୀର ପରିଚାଳନା ନିର୍ଦେଶକ କୁନଚନ୍ଦ୍ର ଦାସ ସହଯୋଗରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦଶ ହଜାର ତାଙ୍କ ପ୍ରଦାନ କରାଯାଇଛି, ଏହି ଅବସରରେ ଏ ଜେ ଆଗ୍ରୋ କମ୍ପାନୀର ପରିଚାଳନା ନିର୍ଦେଶକ କୁନଚନ୍ଦ୍ର ଦାସ, ନାହାଙ୍ଗ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ ପ୍ରମୁଖ ମାହାଙ୍ଗା ବିଡ଼ିଓ ନିହାରଞ୍ଜନ ମଲିକ ଙ୍କୁ ଅତିରିକ୍ତ ତହସିଲଦାର ଦିଲୀପ ନାୟକ, ଅଭିରାମ ମୁର୍ମୁ ଙ୍କ ଉପସ୍ତିତିରେ ଦଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ, ଏଥି ସହ ପୂର୍ବରୁ ଶ୍ରୀ ଦାସ ଙ୍କ ସହଯୋଗରେ ଡ଼ିହିଗୋପ ଗ୍ରମକୁ ହାଇଡ୍ରୋ କ୍ଲୋରାଇଡ ଏସିଡ ସ୍ପ୍ରେ କରାଯାଇ ସମ୍ପୂର୍ଣ ଗ୍ରାମକୁ ବିଶୋଧନ କରାଯାଇଥିଲା, ଶ୍ରୀ ଦାସ ଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି
ଏଜେ ଆଗ୍ରୋ ଓ ଡ଼ିହିଗୋପ ଗ୍ରାମ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ – ମାହାଙ୍ଗା

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ
by
Proprietor Abhimanyu Maharana
September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ
by
Proprietor Abhimanyu Maharana
September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା
by
Proprietor Abhimanyu Maharana
September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ
by
Proprietor Abhimanyu Maharana
September 12, 2026
ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ
by
Proprietor Abhimanyu Maharana
September 12, 2026
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
September 11, 2026