ନୟାଗଡ଼ ଜିଲ୍ଲା ବାହାଡାଝୋଲା ମାର୍କେଟ ରେ ମାସ୍କ ଓ ହେଲିମେଟ ଚେକିଂ କୁ ଜୋରଦାର କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ନୟାଗଡ଼ :- ନୟାଗଡ଼ ଜିଲ୍ଲା ରେ ଅମାନିଆ ଙ୍କୁ ସାବଡ଼ କରିବା ପାଇଁ ଓଡଗାଁ ଆଦର୍ଶ ଥାନା ପକ୍ଷରୁ ମାସ୍କ ଏବଂ ହେଲିମେଟ ଚେକିଂ କୁ ଜୋରଦାର କରାଯାଇଛି, ସୂଚନା ଥାଉ କି ସଡ଼କ ଦୃଘଟଣା ଏବଂ କୋଭିଟି କୁ ଆଖି ଆଗରେ ରଖି ଏହି ସବୁ ଚେକିଂ କୁ କରାଯାଉଥିବା ସୂଚନା ଦିଆଯାଇଛି

ଓଡଗାଁ ଆଦର୍ଶ ଥାନା ପକ୍ଷରୁ ନିଜର ସମସ୍ତ ଜନ ସାଧାରଣ ଙ୍କୁ ଗାଡ଼ି ଚଲେଇବା ବେଳେ ହେଲିମେଟ, ମାସ୍କ, ସିଟ ବେଲ୍ଟ କୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା କିଛି ଲୋକ ଙ୍କ କହିବା କଥା କିଛି ଲୋକଙ୍କ ଗାଡ଼ି କୁ ଚେକିଂ କରାଯାଉଥିବା ବେଳେ କିଛି ଲୋକ ଙ୍କ ଗାଡିକୁ ଛାଡି ଦେଉଥିବା କହିଥିଲେ ଏହି ଚେକିଂ ରେ 45 ରୁ ଉର୍ଦ୍ଧ ବାଇକି ଚେକିଂ କରାଯାଇଥିବା ସୂଚନା (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version