ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରକାଶ ପାଇଲା ତାଲିକା

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :-  ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରକାଶ ପାଇଲା ତାଲିକା । ଜିଲ୍ଲାରେ ମନ୍ତ୍ରୀ ଓ ରାଜସ୍ବ କମିସନରମାନଙ୍କୁ ପତାକା ଉତ୍ତୋଳନ ଦାୟିତ୍ବ । ବରଗଡ଼ରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କରିବେ ପତାକା ଉତ୍ତୋଳନ । କନ୍ଧମାଳ-ବିକ୍ରମ କେଶରୀ ଆରୁଖ, ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ

ପୁରୀ-ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ-ପଦ୍ମନାଭ ବେହେରା । ସୁନ୍ଦରଗଡ଼-ଅରୁଣ ସାହୁ, ଅନୁଗୁଳ-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ବାଲେଶ୍ବର-ସମୀର ରଂଜନ ଦାଶ, ବଲାଙ୍ଗିର-ସୁଶାନ୍ତ ସିଂହ । କଳାହାଣ୍ଡି-ନବକିଶୋର ଦାସ, ଗଜପତି-ଜଗନ୍ନାଥ ସାରକା

କେନ୍ଦୁଝର-ରଘୁନନ୍ଦନ ଦାସ, କୋରାପୁଟ-ଟୁକୁନି ସାହୁ । ମୟୂରଭଞ୍ଜ-ପ୍ରତାପ ଜେନା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର । ସମ୍ବଲପୁର-ଅଶୋକ ପଣ୍ଡା, ସୁବର୍ଣ୍ଣପୁର-ପ୍ରେମାନନ୍ଦ ନାୟକ

Exit mobile version