
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ):-ନୟାଗଡ ଆଜି ନୟାଗଡ ସହରସ୍ଥିତ ସଟ ଷ୍ଟେ ହୋମ ଠାରେ ମାନଧତା ପୁର ଗ୍ରାମର ସୁନିତା ସହୂ ବେଗୁନିଆ ପାଟଣା ଗ୍ରାମର ସିଲି ସାହୁ ଉଭୟଙ୍କ ଜନ୍ମ ଦିନ ଅବସରରେ ସର୍ବ ଭାରତୀୟ ମାନବାଧିକାର ସଂଗଠନ ସହ ମିଶି ଖାଦ୍ୟ ବଣ୍ଟନ କରିଥିଲେ ।ସେମାନେ ନିଜର ଜନ୍ମ ଦିନକୁ ଆଡମ୍ବର ପୂର୍ଣ ଏବଂ ବିଦେଶୀ
