ପାରଳାଖେମୁଣ୍ଡି ସ୍ଥିତ କଟିକିଆ ସାହି ସ୍ଥିତ କବିଚନ୍ଦ୍ର ପାଠାଗାର ପରିସରରେ ଟୁଡେ ନୀୟୁଜ୍ ୨୪ଓଡ଼ିଶାର ଲୋକାର୍ପଣ

ଓଡ଼ିଶା ତାଜା ନ୍ୟୁଜ ( ୮ ଅଗଷ୍ଟ ରବିବାର )ପାରଳାଖେମୁଣ୍ଡି :- ଆଜି ସ୍ଥାନୀୟ କବିଚନ୍ଦ୍ର ସାହିସ୍ଥିତ କବିଚନ୍ଦ୍ର ପାଠାଗାର ପରିସର ରେ ନୂତନ ଓଡ଼ିଶା ୱେବ୍ ନିୟୁଜ ପରିବାରର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଏହି ଅବସର ରେ ଟୁଡେ ନ୍ୟୁଜ୍ ୨୪ ଓଡ଼ିଶା ର ଲୋକାର୍ପଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ସମ୍ମାନିତ ଅତିଥିଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ,

ଟୁଡେ ନିୟୁଜ୨୪ଓଡ଼ିଶାର ସମ୍ପାଦକ ହିମାଂଶୁ ପଣ୍ଡା ପାରଳାଖେମୁଣ୍ଡି ପୌରରିଷଦର କାର୍ଯନିର୍ବାହୀ ଅଧିକାରୀ ଅଶୋକ ରାଉତ ପ୍ରମୁଖ ମଞ୍ଚାସିନ ଥିଲେଓ ବରିଷ୍ଠ ସାମ୍ୱାଦିକତଥା ଶ୍ରମିକ ନେତା ଯୋଗେସ୍ୱର ଦାସ ଏହିଉତ୍ସବରେ ଅଧ୍ୟକ୍ଷତା କରିଥଲେ , ନୂତନ ଚ୍ୟାନେଲ ଉଦଘାଟନ ପରେ କରୋନା ମହାମାରୀ ବିଭିନ୍ନ କ୍ଷେତ୍ର ରେ ଉଲେଖନୀୟ ସେବା ପାଇଁ ପାରଳାଖେମୁଣ୍ଡିର କିଛି ପୋଲିସ କର୍ମଚାରୀ,

ସଫେଇ କର୍ମଚାରୀ, ସମାଜ ସେବୀ, ସ୍ଵେଚ୍ଛସେବୀ, ମହିଳା ସ୍ଵୟସହାୟକ ଓ ସ୍ଵାସ୍ଥ୍ୟ କର୍ମୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା,ସମସ୍ତ କାର୍ଯ୍ୟକ୍ରମ ଦକ୍ଷିଣ ଓଡ଼ିଶାର ନ୍ୟୂଜ୍ ମୁଖ୍ୟ ଡ଼ମ୍ବୁରୁ ଧର ପଲାଇ ଙ୍କ ପ୍ରତ୍ୟକ୍ଷ ତତ୍ୟବଧନ ରେ ହୋଇଥିବା ବେଳେ ଜିଲ୍ଲା ସାମ୍ୱାଦିକ ସନ୍ତୋଷ ନାୟକ ଓ ନଗର ସାମ୍ୱାଦିକ ସନ୍ତୋଷ ସାମନ୍ତ ପ୍ରମୁଖ ପରିଚାଳନା କରିଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version