ରଣପୁର ବ୍ଲକ , ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) ଆମ୍ବଝର ଗାଁ ଏପ୍ରିଲ 12.4.2020 :- ରଣପୁର ବ୍ଲକ ଅନ୍ତର୍ଗତ ଖଇରପଲ୍ଲୀ ପଞ୍ଚାୟତ ଅଧିନ ଆମ୍ବଝର ଗାଁ ରେ ଜ୍ୟନିକ ମୃତ ପ୍ରବାସୀ ଓଡ଼ିଆ ଙ୍କର ଆନି ଗାଁ ଶ୍ମସାନ ରେ ସ୍ଥାନୀୟ ତହସିଲ ଓ ପୁଲିସ ପ୍ରଶାସନ ଉପସ୍ଥିତି ରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣା ଯାଇଛି । ଆମ୍ବଝର ଗାଁ ରେ ସାନିଆ ମହାନ୍ତି (42), ଉତ୍ତର ପ୍ରଦେଶ ,କାନପୁର ସ୍ଥିତ ଏକ କମ୍ପାନୀ ରେ ଦୀର୍ଘ ବର୍ଷ ଧରି କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ ୩ ଦିନ ତଳେ ତାଙ୍କର ଏକ ରୋଗରେ ମୃତ୍ୟୁ ଘଟିଥିଲା । ତେବେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ତାଙ୍କ ମୃତ ଶରୀର ରେ ଗତକାଲି ବିଳମ୍ବିତ ରାତ୍ରିରେ ସାଢେ ୩ ଟା ବେଳେ ଗାଁ ରେ ପହଞ୍ଚିଥିଲେ । ଇତି ମଧ୍ୟରେ ତହସିଲଦାର୍ ସଂଜୟ କୁମାର ସାମନ୍ତରାୟ , ଆଇ ଆଇସି ରଶ୍ମି ରଞ୍ଜନ ଦାଶ ଓ ଡାକ୍ତର ବୈଦନାଥ ନନ୍ଦ ଙ୍କ ଉପସ୍ଥିତି ରେ ସାମାଜିକ ଦାୟିତ୍ୱ କୁ ବଜାୟ ରଖି ମାତ୍ର ୪ ଜଣ ମାଲ ସନିଆ ଙ୍କ ଗାଁ ରୁ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ । ସେଠାରେ ସକାଳ ସାଢେ ପାଞ୍ଚ ଟାରେ ତାଙ୍କର ଅନ୍ତିମ ସଂସ୍କାର କରଯାଇଥିଲା କିନ୍ତୁ ପରେ ସମସ୍ତ ସମସ୍ତ ମାଲ ଙ୍କୁ ତୁରନ୍ତ ପଂଚାୟତ ସ୍ଥିତ କ୍ଵରେଣ୍ଟାଇନ କୁ ପଠାଇ ଦିଆଯାଇଥିଲା । ସାନିଆ ଙ୍କ ପରିବାର ଶବ କୁ ସ୍ପର୍ଶ କରିବାକୁ ଦିଆ ଯାଇନଥିଲା ଭଣଜା ମୁଖାଗ୍ନି ଦେଇଥିଲେ । ତେବେ ସନିଆ ଙ୍କର ନିମୋନିଆ ରୋଗ ରେ ମୃତ୍ୟୁ ହୋଇଥିବା ନେଇ ଆଇଆଇସି ରଶ୍ମି ରଞ୍ଜନ ଦାଶ ସୁଚନା ଦେଇଛନ୍ତି ପୁଲିସ ମୃତ ବ୍ୟକ୍ତି ଙ୍କର ଠିକ ତଥ୍ୟ ସମ୍ପର୍କ ରେ ସମସ୍ତ ଜିଲ୍ଲା ପ୍ରଶାସନର ଏହା କଡ଼ା ନିର୍ଦେଶ ବୋଲି ଜଣାଇଛନ୍ତି ।
ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଶେଷ କୃତ୍ୟ ସମ୍ପନ୍ନ – ରଣପୁର ବ୍ଲକ ଆମ୍ବଝର

- Categories: Uncategorized, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍
Related Content
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି
by
Proprietor Abhimanyu Maharana
April 28, 2026
ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ
by
Proprietor Abhimanyu Maharana
April 28, 2026
ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା
by
Proprietor Abhimanyu Maharana
April 28, 2026
ଗୋମାତା ସମ୍ମାନ ପାଇଁ ଗୋପରୁ ଆରମ୍ଭ ହେଲା ଜାତୀୟ ସ୍ୱର
by
Proprietor Abhimanyu Maharana
April 28, 2026
ମୁରିବାହାଲ ଅଞ୍ଚଳରେ ଚନ୍ଦନ ଯାତ୍ରା ଆରମ୍ଭ
by
Proprietor Abhimanyu Maharana
April 28, 2026
ଭାପୁର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ୫୮ ଗୋଟି ଅଭିଯୋଗ
by
Proprietor Abhimanyu Maharana
April 28, 2026