ଡ୍ୟୁଲକ୍ସ ପକ୍ଷରୁ ବାୟୋ-ବେସ୍‌ଡ ପେଂଟ ‘ଡ୍ୟୁଲକ୍ସ ବେଟର ଲିଭିଂ ଏୟାର କ୍ଲିନ ବାୟୋବେସଡ’ର ଶୁଭାରମ୍ଭ

EG Price List Final

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- ଡ୍ୟୁଲକ୍ସ ପକ୍ଷରୁ ବାୟୋ-ବେସ୍‌ଡ ପେଂଟ ‘ଡ୍ୟୁଲକ୍ସ ବେଟର ଲିଭିଂ ଏୟାର କ୍ଲିନ ବାୟୋବେସଡ’ର ଶୁଭାରମ୍ଭ ଭୁବନେଶ୍ୱର,୩ ଅଗଷ୍ଟ ୨୦୨୧: ପେଂଟ ପ୍ରତି ନିଜର ଆଗ୍ରହ ଏବଂ ଅତ୍ୟାଧୁନିକତା ପାଇଁ ଆବେଗ ହେତୁ ଆକଜୋନୋବେଲ ଇଣ୍ଡିଆତ୍ତବର୍ତମାନ ଏହାର ପ୍ରଥମ ଅତ୍ୟାଧୁନିକ, ସୁପର-ପ୍ରିମିୟମ ଇଂଟେରିୟର ଇମଲସନ ଉତ୍ପାଦର ଶୁଭାରମ୍ଭ କରିଛି । ଏହି ଅତ୍ୟାଧୁନିକ ନବୀକରଣ ଡ୍ୟୁଲକ୍ସ ବେଟର ଲିଭିଂ ଏୟାର କ୍ଲିନ ବାୟୋବେସଡ ଭାରତର ପ୍ରଥମ ୟୁ.ଏସ.ଡି.ଏ (ୟୁନାଇଟୋଡ ଷ୍ଟେଟସ ଡିପାର୍ଟମେଂଟ ଅଫ ଏର୍ଗିକଲଚର)ର ପ୍ରମାଣପ୍ରାପ୍ତ ଜୈବ-ଆଧାର ଯୁକ୍ତ ପେଂଟ ଯାହା ଘରର ଆଭ୍ୟନ୍ତରୀଣ ବାୟୁକୁ ବିଶୁଦ୍ଧ କରିଥାଏ । ଡ୍ୟୁଲକ୍ସ ବେଟର ଲିଭିଂ ଏୟାର କ୍ଲିନ ବାୟୋବେସଡରେ ଶତକଡା ୨୬ ପ୍ରତିଶତ ଜୈବ ଉପକରଣ (ସ୍ଥାୟୀ ଉଦ୍ଭିଦ ଜାତୀୟ ସେ ୍ରାତରୁ ଉପଲବ୍ଧ)ରହିଛି । ଗୁଣବତାକୁ ବୃଦ୍ଧି କରିବାକୁ ଯାଇ ଏହାର ପ୍ରାକୃତିକ ଉପକରଣର ସୁଗୁଣ ଯଥା ବାମ୍ବୋ ଚାରକୋଲ ଏବଂ ଟ୍ରି ଏହାକୁ ସ୍ମାର୍ଟ ଏବଂ ସ୍ଥାୟୀ ପେଂଟ ସମାଧାନ ପ୍ରଦାନ କରିଥାଏ । ଆକଜୋନୋବେଲର ନିଜସ୍ୱ ନବୀକରଣ – ପିୟୋର ଏୟାର କୌଶଳ, ଏହାର ପ୍ରାକୃତିକ ସ୍ଥାୟୀ ପ୍ରକ୍ରିୟା ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ସୁଫଳ କରିଥାଏ । ଡ୍ୟୁଲକ୍ସ ବେଟର ଲିଭିଂର ଶୁଭାରମ୍ଭ ସମ୍ପର୍କରେ ଆକଜୋନୋବେଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜୀବ ରାଜଗୋପାଲ କହିଛନ୍ତି ଯେ, ‘ଭାରତୀୟ ଗ୍ରାହକମାନେ ଅତ୍ୟଧିକ ସମୟ ଘରେ ବିତାଉଥିବାରୁ ଘରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ଅଗ୍ରାଧିକାର ଦେବା ପ୍ରାଥମିକତା ଅଟେ ।

ଆମ୍ଭର ଅତ୍ୟାଧୁନିକ ଉତ୍ପାଦ ଡ୍ୟୁଲକ୍ସ ବେଟର ଲିଭିଂ ଦର୍ଶାଉଛି ଯେ କିପରି ଆକଜୋନୋବେଲ ଏହାର ବିଶ୍ୱସ୍ତରୀୟ ବିଶେଷତାକୁ ବିଭିନ୍ନ ପ୍ରସ୍ତାବ ସହିତ ପ୍ରଦାନ କରୁଛି ଯାହା ଅତ୍ୟାଧୁନିକ ,ଅଧିକ ସ୍ଥାୟୀ ଏବଂ ଗ୍ରାହକମାନଙ୍କ ଜୀବନଶୈଳୀକୁ ବିକଶିତ କରିବା ପାଇଁ ପ୍ରସ୍ତୁତ ।’ ଅତ୍ୟାଧୁନିକ ପିୟୋର ଏୟାର କୌଶଳ ସହିତ ପ୍ରାକୃତିକ ଏବଂ ଜୈବିକ ଉପକରଣ ଆମ୍ଭମାନଙ୍କର ଗ୍ରାହକମାନଙ୍କୁ ସେମାନଙ୍କ ପରିବାରକୁ ସ୍ୱାସ୍ଥ୍ୟକୁ ବୃଦ୍ଧି କରିବାର ସ୍ଥାୟୀ ପଥକୁ ଚୟନ କରିବା ପାଇଁ ସଶକ୍ତ କରୁଛି । ଡ୍ୟୁଲକ୍ସ ବେଟର ଲିଭିଂ ଏୟାର କ୍ଲିନ ବାୟୋବେସଡ ଗ୍ରିନ ପ୍ରୋ ପ୍ରମାଣ ପ୍ରାପ୍ତ କରିବା ସହିତ ଏହା ପରିବେଶ ଏବଂ ସ୍ୱାସ୍ଥ୍ୟ କଲ୍ୟାଣ ଉପକାରୀତା ପାଇଁ ଗ୍ରିନ ଉତ୍ପାଦଭାବେ ଯୋଗ୍ୟତା ପ୍ରାପ୍ତ କରିଛି । ଭାରତର ପ୍ରଥମ ଜୈବ -ଆଧାର ଯୁକ୍ତ ପେଂଟ ର ସଂକ୍ଷିପ୍ତ ବିବରଣୀରେ ୩ଟି ସାବାଧନତାପୂର୍ଣ୍ଣ କ୍ୟୁରେଟ ରଙ୍ଗ ରହିଛି ଯାହା ସମସ୍ତ ପ୍ରାକୃତିକ ପଦାର୍ଥ ଦ୍ୱାରା ପ୍ରେରିତ । ଏହାର ସରଳ ଏବଂ ଟ୍ରାନକ୍ୱିଲ କାମିଙ୍ଗ ବ୍ରିଜ ପ୍ୟାଲେଟ ସତେଜତା ଏବଂ ହାଲୁକାପଣ ସହିତ ସମସ୍ତପ୍ରକାରର ନିଷ୍କ୍ରିୟତା ପ୍ରଦାନ କରେ, ଏହା କ୍ରିମି ଅଫ – ଏହା ଗାଢ ପ୍ଲମ, କୋଜି ଟେରାକୋଟା ଏବଂ ଉତ୍ସାହପୂର୍ଣ୍ଣ ହଳଦିଆ ହୋଇଥାଏ । କାଠ ଏବଂ ଜଳ ଦ୍ୱାରା ପ୍ରୋତ୍ସାହିତ ଏହି ସତେଜ ଧଳା ରଙ୍ଗ, ବଳଶାଳୀ ନୀଳ ଏବଂ ଗାଢ ସବୁଜ ରଙ୍ଗ ସତେଜ ନିଶ୍ୱାସ ପ୍ରଦାନ କରିଥାଏ ା ଡ୍ୟୁଲକ୍ସ ବେଟର ଲିଭିଂରେ ଗ୍ରାହକମାନଙ୍କର ବିଶ୍ୱାସକୁ ଶକ୍ତିଶାଳୀ କରିବା ପାଇଁ ଡ୍ୟୁଲକ୍ସ ଆସ୍ୟୁରାନ୍ସ ଏହାର ପ୍ରଥମ ଗ୍ରାହକ କେନ୍ଦ୍ରୀୟ କାର୍ଯ୍ୟକ୍ରମ । ଯେବେକି ଉତ୍ପାଦ ଉପରେ ସମ୍ପ୍ରସାରିତ ଗବେଷଣା ଏବଂ ବିକାଶ ଜାରି ରହିଛି ଯାହା ନିଜପାଇଁ ପ୍ରଚାର କରିପାରିବ । ଡ୍ୟୁଲକ୍ସ ଆସ୍ୟୁରାନ୍ସ ଆମ୍ଭମାନଙ୍କର ଗ୍ରାହକମାନଙ୍କ ପାଇଁ ଏକ ଗୁଣବତାର ସମ୍ପ୍ରସାରଣ ଯାହା ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମ ଆମ୍ଭମାନଙ୍କର ଗ୍ରାହମାନଙ୍କୁ ସଠିକ ରଙ୍ଗ, ଫିନିସ ଏବଂ କଭରେଜ ପ୍ରଦାନ କରିବ ନଚେତ ଏହାକୁ ବଦଳାଇଦିଆଯିବ ।

Exit mobile version