କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫା

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର )କନ୍ଧମାଳ :- କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି l ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବରେ କାର୍ଯ୍ଯ ତୁଲାଇ ଆସୁଥିଲେ l ବ୍ଯକ୍ତିଗତ କାରଣରୁ ସେ ସଭାପତି ପଦରୁ ଇସ୍ତପା ପତ୍ର ଦେଇଛନ୍ତି Iଏହି ଇସ୍ତଫାପତ୍ର ସୋମବାର ରାଜ୍ଯ କଂଗ୍ରସ ସଭାପତି ଶ୍ରୀ ୟସିର୍ ନୱାଜ୍ ଙ୍କୁ ପ୍ରଦାନ କରିଛନ୍ତି  ।  ( ରିପୋର୍ଟ – ସଞ୍ଜୟ କୁମାର ପାଣିଗ୍ରାହୀ )

Exit mobile version