ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଆଜି ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର) ଝରିଗାଁ :- ଅତ୍ୟନ୍ତ ଖୁସୀ ଖବର ଆମ ସମସ୍ତଙ୍କ ପ୍ରିୟ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଆଜି ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି ତାଙ୍କ ପତ୍ନୀ ସୁନ୍ଦର୍ ଦୁଇଟି ସନ୍ତାନ ଜନ୍ମ ଦେଇଛନ୍ତି,ଏହି ଅବସର ରେ

ଝରିଗାଁ ନିର୍ବାଚନ ମଣ୍ଡଳୀ ତରଫରୁ ଶିଶୁ ପୁତ୍ର ଦ୍ୱୟଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ମାନ୍ୟବାର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ସମସ୍ତ ପରିବାର ବର୍ଗ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ ।

Exit mobile version