ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର )ଛତିଆ :- ବୈରୀ ପୁଲିସ ୨ ରାଜପଥ ଲୁଟେରା ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ ଗତ ତା୯_୬ରିଖ ଦିନ ଯାଜପୁର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣବାଛପୁର ଗ୍ରାମର ରମେଶ ପାତ୍ର କୌଣସି କାର୍ଯ୍ୟରେ କଟକ ଯାଉଥିବା ସମୟରେ ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟସ୍ଥ ଭଟିଆ ପୋଖରୀ ଛକ।୧୬ନଂ ଜାତୀୟ ରାଜପଥ ଉପରେ ଯାଉଥିବା ବେଳେ ତାଙ୍କ ମୋବାଇଲ ନମ୍ବର କୁ ଏକ କଲ ଆସିଥିଲା। ସେ ମୋବାଇଲ୍ମୋ ରେ କଥା ହେଉଥିବା ବେଳେ ପଛରୁ ଏକ ମୋଟର ସାଇକେଲ ଯୋଗେ ଦୁଇ ଜଣ ଯୁବକ ଆସି ତାଙ୍କର ମୋବାଇଲ ଝାମ୍ପି ନେଇ ଯାଇଥିଲେ।
ଏନେଇ ରମେଶ ଛତିଆ ବିଟ୍ ହାଉସରେ ଲିଖିତ ଅଭିଯୋଗ କରିଥିଲେ। ବୈରୀ ଥାନା ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ମୋବାଇଲ୍ ଫୋନ୍ ଟ୍ରାକଂ ରୁ ପ୍ରଥମେ କୋରେଇ ଥାନା ଅନ୍ତର୍ଗତ ରଣପୁର ପଞ୍ଚାୟତ ବରୁଣ୍ଡେଇ ଗ୍ରାମରେ ଲୋକେସନ ପାଇଥିଲେ ।
ପରେ ବୈରୀ ଥାନା ଅଧିକାରାଣପୁ ସଂଘମିତ୍ରା ନାୟକ ଏସଆଇ ସୁବ୍ରତ କୁମାର ସାହୁ ।ଉକ୍ତ ଅଞ୍ଚଳର ରଂଜନ କୁମାର ବାରିକ ଧରିଥିଲେ ପରେ ମୁଖ୍ୟ ଆସାମୀ ପୂର୍ବକୋଟ ଗ୍ରାମର ଶ୍ଯାମ ଦାସକଂ ପୁଅ ରାମ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତ । ଉକ୍ତ ଦୁଇ ଅପରାଧୀଙ୍କ ଠାରୁ ୫ଟି ଅଣ୍ଡରୟଡ android ସେଟ୍। ଜବତ ହେଇଛି। ଦିନ କୁ ଦିନ ଜାତୀୟ। ରାଜ୍ୟ ପଥି ରେ ଲୁଟ୍ରତ ରାଜ୍ ବଢ଼ିବରେ ଲାଗିଛି। ଯାହା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। (ରିପୋର୍ଟ ଚନ୍ଦ୍ରଶେଖର ପୃଷ୍ଟି ଛତିଆ)