ଆରଭଙ୍କ ଗିନିଜ ବୁକ୍ ଅଫ ରେକର୍ଡ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ଭୁବନେଶ୍ୱର :- ବ୍ରହ୍ମପୁର – ଇଣ୍ଡିଆ ବୁକ ଅଫ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି ନିଳାଞ୍ଚଳ ନଗରର ଆରଭ ପଟ୍ଟନାୟକ । ମାତ୍ର ସାଢ଼େ ୪ ବର୍ଷ ବୟସ ରେ ଆରଭ ଇଂରାଜୀ ପୁସ୍ତକ କ୍ଷିପ୍ର ଗତିରେ ପଢି ପାରୁଥିବା ବେଳେ ୧ ରୁ ୧୦୦ ଏବଂ ୧୦୦ ରୁ ୧ ପର୍ଯ୍ୟନ୍ତ ସଂଖ୍ୟା ଉଚ୍ଚାରଣ କରୁଛନ୍ତି । ଏଥିସହିତ କମ ସମୟରେ ୪୦ ଟି ଇଂରାଜୀ ରାଇମସ୍ ଗାଈ ପାରୁଛନ୍ତି ।

୩୫ ଟି ସାଧାରଣଜ୍ଞାନ ପ୍ରଶ୍ନ ର ଉତ୍ତର ଦେଇପାରୁଛନ୍ତି । ଏଥିପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡସ୍ ରେ ସ୍ଥାନ ପାଇଛି । ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ଆରଭ ଙ୍କ ପ୍ରତିଭା କୁ ସମୀକ୍ଷା କରାଯିବ ପରେ ତାଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି ।

Exit mobile version