ଭୁବନେଶ୍ୱର ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା 8.4.2020 :- କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ୩ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ । କରୋନା ମୁକାବିଲା ନେଇ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିବେ । ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର ସ୍ଥିତି ସମୀକ୍ଷା କରିବେ । କରୋନା ମୁକାବିଲା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ନେଇ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩୮ଟି ଆକ୍ଟିଭ୍ କେସ୍ ରହିଛି ।
5ଟି ସଚିବଙ୍କ ୩ଜିଲ୍ଲା : ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର ସ୍ଥିତି ସମୀକ୍ଷା

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ପାଞ୍ଚଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ
by
Proprietor Abhimanyu Maharana
November 6, 2026
ଅବକାରୀ ଧରପଗଡ: ବିଦେଶୀ ମଦ ଜବତ, ଅନୁମତି ନ ଥାଇ ଦେଶୀ ମହୁଲି ମଦ ବିକ୍ରି ଉପରେ ବିଭାଗ ନିଦାବିଷ୍ଣୁ ସାଜିଛି
by
Proprietor Abhimanyu Maharana
November 6, 2026
ଗିଡପାବାଲିରେ ଉଦ୍ଧାର କାର୍ଯ୍ୟ : ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
by
Proprietor Abhimanyu Maharana
November 6, 2026
ନୟାଗଡ଼ରେ ଉଦ୍ଘାଟିତ ହେଲା ଓରମାସ୍ର ଦୀପାବଳି ଷ୍ଟଲ୍ ସ୍ଥାନୀୟ କାରିଗର ଓ ଉତ୍ପାଦକଙ୍କ ହାତତିଆରି ସାମଗ୍ରୀକୁ ମିଳିବ ବଜାର
by
Proprietor Abhimanyu Maharana
November 6, 2026
ଚୋର ଙ୍କୁ ସାବାସୀ, ଚୋର ଧରାଳୀଙ୍କୁ କଟାକ୍ଷ ଏପରି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ନୟାଗଡ଼ ଜ଼ିଲା ରଣପୁର ବ୍ଲକ ଚାନ୍ଦପୁର ଅଂଚଳରେ
by
Proprietor Abhimanyu Maharana
November 6, 2026
ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା
by
Proprietor Abhimanyu Maharana
November 6, 2026