ମୟୂରଭଞ୍ଜ, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ମୟୂରଭଞ୍ଜ 8.4.2020 :- ମୟୂରଭଞ୍ଜ ଜିଲ୍ଲାରେ କରୋନା ଭାଇରସକୁ ନେଇ ଦେଖା ଦେଇଥିବା ରକ୍ତର ଅଭାବକୁ ଦୂର କରିବାପାଇଁ ମୟୂରଭଞ୍ଜ ବିଜୁ ଯୁବଛାତ୍ର ଜନତା ଦଳ ଆଗେଇ ଆସି ସ୍ଵେଚ୍ଛାକୃତ ଭାବେ ୪୭ ୟୁନିଟ୍ ରକ୍ତ ଦାନ କରିଛି। ସେଥିପାଇଁ ସମସ୍ତ ରକ୍ତଦାତାଙ୍କୁ ଜିଲ୍ଲାର ଜନସାଧାରଣ ସାଧୁବାଦ୍ ଜଣାଇଛନ୍ତି। ଏହି ରକ୍ତଦାନ ଶିବିର ବାରିପଦା ରେଡକ୍ରସ୍ ରକ୍ତଭଣ୍ଡାରରେ ଅନୁଷ୍ଠିତ ହୋଇଥିଲା। ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ବିଜୁଜନତା ଦଳର ଡ ଦେବାଶିଷ ମାରାଣ୍ଡି, ଦେବାଶିଷ ମହାନ୍ତି, ସୁନିଲ୍ ଦାସ, ଜିତେନ୍ଦ୍ର ମହାନ୍ତି, ସମାଜସେବୀ ଅମର ସେଠୀ ଓ ଯୁବ ଛାତ୍ରମାନେ ଉପସ୍ଥିତ ରହିଥିଲେ।
୪୭ ୟୁନିଟ୍ ରକ୍ତ ଦାନ କରିଛି ମୟୂରଭଞ୍ଜ ବିଜୁ ଯୁବଛାତ୍ର ଜନତା ଦଳର ରକ୍ତଦାନ ଶିବିର ।

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
September 11, 2026
ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା
by
Proprietor Abhimanyu Maharana
September 11, 2026
ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ
by
Proprietor Abhimanyu Maharana
September 11, 2026
ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ
by
Proprietor Abhimanyu Maharana
September 11, 2026
ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ
by
Proprietor Abhimanyu Maharana
September 11, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026