ପାୱାର ହାଉସ ଠାରେ ୪୦ଜଣ ଲାଇନମ୍ୟାନ୍ ଓ ହେଲ୍ପରଙ୍କୁ ଦିଆଯାଇଛି ଟ୍ରେନିଙ୍ଗ

ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ) ପାରଳାଖେମୁଣ୍ଡି :- ବିଦ୍ୟୁତ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପାୱାର ହାଉସ ପରିସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ୪୦ଜଣ ରୁ ଉର୍ଦ୍ଧ ଲାଇନମ୍ୟାନ୍ ଓ ହେଲପର ମାନଙ୍କୁ ୧୧/୩୨ କେଭିଏ ମେଣ୍ଟେନେନ୍ସପାଇଁ ଟ୍ରେନିଙ୍ଗ ଦିଆଯାଇଥିଲା l

ଏହି ଟ୍ରେନିଙ୍ଗ ସେଫ୍ଟି ଇଞ୍ଜିନିୟର ଆର.ଆର. ମିଶ୍ର, ଲିଡ ଇଞ୍ଜିନିୟର ସୌରଭ ପ୍ରଧାନ, ପାରଳାଖେମୁଣ୍ଡି ସହରାଞ୍ଚଳ ଜୁନିୟର ଇଞ୍ଜିନିୟର ଏସ. ମୋହନ ରାଓ ପ୍ରମୁଖ ଉପସ୍ଥିତ ରହି ଏହି ଟ୍ରେନିଙ୍ଗ ପ୍ରଦାନ କରିଥିଲେ l    ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version