ଅତାବିରା ପୋଲିସ ଦ୍ବାରା ବ୍ରାଉନ ସୁଗାର ଜବତ -୨ ଗିରଫ

ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ବରଗଡ଼ :- ଅତାବିରା ଥାନା ଅଞ୍ଚଳ ରେ ବ୍ରାଉନ ସୁଗାର କାରବାର କରୁଥିବା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଏଥିରେ ପୋଲିସ ବରଗଡ଼ ଅଞ୍ଚଳର ପ୍ରବଜିତ ସିଂ ଏବଂ ଦଶରଥ ବାରିକ ନାମକ ଦୁଇ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ତାଙ୍କ ଠାରୁ ୫.୮୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ସେମାନେ ବ୍ୟବହାର କରି ଥିବା ହୀରୋ ସ୍ପେଲଣ୍ଡର ମୋଟର ସାଇକେଲ ମଧ୍ୟ ଜବତ କରିଛନ୍ତି ।

Exit mobile version