ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ) ବରଗଡ଼ :- ବହୁ ପ୍ରତୀକ୍ଷା ର ଅନ୍ତଘଟି ଆଜି ବରଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନବ ନିର୍ମିତ ଘରୋଇ ବସଷ୍ଟାଣ୍ଡ ରୁ ବସ୍ ଚଳାଚଳ ର ଶୁଭାରମ୍ଭ ହେଇଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୀଷ ବାନାର୍ଜୀ,
