ରାଜନଗର ବ୍ଲକ ବିଜେପି ଦଳ ତରଫରୁ ବିଦୂତ ଅହେତୁକ ବୃଦ୍ଧି ବିରୁଦ୍ଧରେ ସାନବଡ଼ ଗୋପାଳପୁର ଠାରେ ବିଦୂତ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ରାଜନଗର :- ଆଜି ରାଜନଗର ବ୍ଲକ ବିଜେପି ଦଳ ତରଫରୁ ବିଦୂତ ଅହେତୁକ ବୃଦ୍ଧି ବିରୁଦ୍ଧରେ ସାନବଡ଼ ଗୋପାଳପୁର ଠାରେ ବିଦୂତ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କରିଥିଲେ, ଅନ୍ୟ ପକ୍ଷରେ ରାଜନଗର ବ୍ଲକ ର 30ଜୋନ ସଭାପତି ଧୀରେନ ବିଶ୍ବାଳ, 31ଜୋନ ସଭାପତି ଶ୍ରୀ ଦିଲ୍ଲୀପ କୁମାର ରାଉତ ଓ ରାଜନଗର ନିର୍ବାଚନ ମଣ୍ଡଳୀର ସଂଯୋକ ଶ୍ରୀ ସୁନାକାର ପ୍ରଧାନ ଙ୍କ ନେତୃତ୍ୱ ରେ ବରିଷ୍ଠ ଯୁବ ନେତା ସୁବାଷ ଚନ୍ଦ୍ର ରାଉତ, ମେଘୁ ନାଥ ସେଠୀ, କ୍ରିଷ୍ଣା ବେହେରା,

ଚନ୍ଦନ ମଇ, ଚଣ୍ଡୀଆ ମହାରଣା, ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦାନ କରି ମହା ମହିମ ରାଜ୍ୟ ପାଳ ଙ୍କ ଉଦ୍ୟେଶ ରେ ଏକ ଦାବୀ ପତ୍ର ରାଜନଗର ବିଦୂତ ବିଭାଗର ସହକାରି ଯନ୍ତ୍ରୀ ଶ୍ରୀ କୁଳମଣି ସେଠୀ ଙ୍କ ଜରିଆରେ ପ୍ରଦାନକରିଥିଲେ, (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version