ପାରଳାଖେମୁଣ୍ଡି ର ନୂତନ ଉପ ଜିଲ୍ଲାପାଳ ଭାବେ ଶ୍ରୀ ଦିଲ୍ଲୀପ କୁମାର ମହାରଣାଙ୍କ ଦାୟିତ୍ଵ ଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ର ନୂତନ ଉପ ଜିଲ୍ଲାପାଳ ଭାବେ ଶ୍ରୀ ଦିଲ୍ଲୀପ କୁମାର ମହାରଣା ଆଜି ଦାୟୀତ୍ବ ଗ୍ରହଣ କରିଛନ୍ତି l

ଏହା ପୁର୍ବରୁ ଥିବା ଉପ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପଦନ୍ଵତି ପାଇ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି l ଦୀର୍ଘ ଦିନ ହେଲା ଏହି ଉପ ଜିଲ୍ଲାପାଳ ପଦବିଟି ଖାଲି ପଡିଥିଲା l ( ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version