ମନ୍ତ୍ରୀ ସୁଶାନ୍ତ ସିଂ ଦ୍ଵାରା ନବ ନିର୍ମିତ ଅଫିସ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାରବରଗଡ଼ :- ବରଗଡ଼ ଜିଲ୍ଲା ଅମ୍ବାଭୋନା ତହସିଲ ଅନ୍ତର୍ଗତ ବୁଙ୍ଗାପାଲି ଏବଂ ଭୁକ୍ତା ଠାରେ ଆଜି ରାଜସ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ଓ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ର ନୂତନ କୋଠାକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଥିଲେ ।

ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷା ନୀଳ କୁମାରୀ ନାଏକ ଓ ସରକାରୀ ଅଧିକାରୀ,ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Exit mobile version