କୋରାଇ, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍)କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ 6.4.2020 :-ମହାମାରୀ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ ଜାରି କରାଯାଇଛି । କରୋନା ଭୂତାଣୁ ସଂକ୍ରମିତଙ୍କ ସହାୟତା ପାଇଁ ବିଭିନ୍ନ ସ୍ଥାନରେ ‘ସଙ୍ଗରୋଧ କେନ୍ଦ୍ର’ ପ୍ରସ୍ତୁତ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ‘ଲକ୍ ଡାଉନ’ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ଏହି ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି । ଏହି କରୋନା ମୁବାବିଲା ବହୁ ଆବଶ୍ୟକତା ହେଉଥିବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଜରିଆରେ ବହୁ ବଦାନ୍ୟ ବ୍ୟକ୍ତି ଅର୍ଥପ୍ରଦାନ କରୁଛନ୍ତି ।
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଶିକ୍ଷକଙ୍କ ସହାୟତା

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ
by
Proprietor Abhimanyu Maharana
March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ
by
Proprietor Abhimanyu Maharana
March 10, 2026
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
by
Proprietor Abhimanyu Maharana
March 10, 2026
ରାଜ୍ୟସଭା ନିର୍ବାଚନ : ନବୀନଙ୍କ ପାଇଁ ପ୍ରତିଶୋଧ - ଦିଲ୍ଲୀପଙ୍କ ପାଇଁ କ୍ଷମତା !
by
Proprietor Abhimanyu Maharana
March 10, 2026
ଆଜିଠୁ ହରିରାଜପୁର ପଞ୍ଚୁ୍ଦୋଳ ଆତସବାଜିରେ କମ୍ପିବ ମେଳଣ ପଡିଆ
by
Proprietor Abhimanyu Maharana
March 10, 2026