କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ସୁଟିଂ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ବରଗଡ଼ :- ରାଜ୍ୟ ସରକାର ଚଳଚ୍ଚିତ୍ର ଏବଂ ସିରିଏଲ ର ଇନ୍ ଡୋର ଆଉଟଡୋର ସୁଟିଂ ପାଇଁ ଅନୁମତି ଦେବା ପରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ସୁଟିଂ ଆରମ୍ଭ ହୋଇଛି । ଅଭିନେତା ସମ୍ୱିତ ଆଚାର୍ଯ୍ୟ ଓ ଅଭିନେତ୍ରୀ ସୁସ୍ମିତା ପ୍ରଧାନ, ସହଯୋଗୀ କଳାକାର ପ୍ରଦୀପ ଦେବତା,

ପିଣ୍ଟୁ ନନ୍ଦ,ଗୁଡ୍ଡୁ ବରଗଡ଼ ଜିଲ୍ଲା ର ବିଭିନ୍ନ ଲୋକେସନରେ ସୁଟିଂ ଚାଲିଛି।ନୂଆ ନିର୍ଦ୍ଦେଶକ ବାପି ଡେଭିଡ ଙ୍କ ନିର୍ଦ୍ଦେଶନାରେ ଫିଲ୍ମ୍ ର ସୁଟିଂ ଚାଲିଥିବା ସମୟରେ ପ୍ରଯୋଜକ ରମେଶ ବିରିକ ଓ କେ ତମନ୍ନା,ସ°ଲାପ ଲେଖକ ଯତୀନ୍ଦ୍ର ପ୍ରଧାନ, କ୍ୟାମେରା ଅମରେଶ ଜେନା ପ୍ରମୁଖ ପରିଚାଳନା କରୁଛନ୍ତି ।

Exit mobile version