କୋରାଇ (ଓଡଶା ତାଜା ନ୍ୟୁଜ୍ ) କୋରାଇ ବୈତରଣୀ ରୋଡ 5.4.2020 ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ :- କୋରାଇ ବ୍ଲକ ଅନ୍ତର୍ଗତ ବରୁଣ୍ଡେଇ ପଂଚାୟତ ବୈତରଣୀ ରୋଡ ବଜାରକୁ ଆଜି ସାନିଟାଇଜର କରାଯାଇଛି । ଏହି ବଜାରରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବୈତତରଣୀ ରୋଡ ଅଗ୍ନିଶମ ବିଭାକ ପକ୍ଷରୁ ଏଭଳି କରାଯାଇଛି । ବରୁଣ୍ଡେଇ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରାଯାଇଥିବା ଏହି ସାନିଟାଇଜ୍ କାର୍ଯ୍ୟକ୍ରକୁ ବଜାରର କାଳୀ ମାର୍କେଟ, ଲକ୍ଷ୍ମୀ ମାର୍କେଟ, ରେଳ ଷ୍ଟେସନ ରାସ୍ତା ସହିତ ବଜାର ମୁଖ୍ୟ ରାସ୍ତାକୁ ସାନିଟାଇଜ୍ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟ ସ୍ଥାନୀୟ ସରପଂଚ ସୌଭାଗ୍ୟକୁମାର ମାହନ୍ତିିଙ୍କ ତତ୍ୱାବଧନାରେ ହୋଇଥିଲା ।
ବୈତରଣୀରୋଡ ବଜାରକୁ ସାନିଟାଇଜର କରାଗଲା

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ
by
Proprietor Abhimanyu Maharana
April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ
by
Proprietor Abhimanyu Maharana
April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା
by
Proprietor Abhimanyu Maharana
April 25, 2026
ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ
by
Proprietor Abhimanyu Maharana
April 25, 2026
ଦଉଡ଼ିରେ ପଛୁଆ ଓଲଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପ୍ରିୟାଂଶୁ ମଲ୍ଲିକ
by
Proprietor Abhimanyu Maharana
April 25, 2026
ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ
by
Proprietor Abhimanyu Maharana
April 25, 2026