କୋରାଇ (ଓଡଶା ତାଜା ନ୍ୟୁଜ୍ ) କୋରାଇ ମହିମା ମୟୀ ମା’ ହିଙ୍ଗୁଳା ଦେବୀ 5.4.2020 ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ :- କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଂଚାୟତ ମୃତ୍ୟୁଞ୍ଜୟପୁର (ପଣ୍ଡୁଳା) ଗ୍ରାମରେ ମହିମା ମୟୀ ମା’ ହିଙ୍ଗୁଳା ଦେବୀଙ୍କ ବାର୍ଷିକ ଯଜ୍ଞତ୍ସୋବ ନିରାଡ଼ମ୍ବରେ ପାଳିତ ହୋଇଛି । ଶନିବାର ବିଳମ୍ବିତ ରାତିରେ କଳସ ବୁଡ଼ା ପରେ ଯଜ୍ଞ କର୍ମର ଶୁଭାରମ୍ଭ ହୋଇଥିଲା । ଆଜି ବିଦ୍ୱାନ ପଣ୍ଡିିତ ମନ୍ତ୍ରପାଠ ପରେ କଳସ ବିସର୍ଜନ କରା ଯାଇଥିଲା । କରୋନା ସଂକ୍ରମଣ ଯୋଗୁ କେବଳ ବିଧିରକ୍ଷା ପାଇଁ ମା’ଙ୍କ ପୂଜା କରା ଯାଇଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।
ପଣ୍ଡୁଳାରେ ନିରାଡ଼ମ୍ବରେ ହେଲା ମା’ ହିଙ୍ଗୁଳାଙ୍କ ପୂଜା

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଯାପିତ
by
Proprietor Abhimanyu Maharana
November 6, 2026
ପାଞ୍ଚଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ
by
Proprietor Abhimanyu Maharana
November 6, 2026
ଅବକାରୀ ଧରପଗଡ: ବିଦେଶୀ ମଦ ଜବତ, ଅନୁମତି ନ ଥାଇ ଦେଶୀ ମହୁଲି ମଦ ବିକ୍ରି ଉପରେ ବିଭାଗ ନିଦାବିଷ୍ଣୁ ସାଜିଛି
by
Proprietor Abhimanyu Maharana
November 6, 2026
ଗିଡପାବାଲିରେ ଉଦ୍ଧାର କାର୍ଯ୍ୟ : ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
by
Proprietor Abhimanyu Maharana
November 6, 2026
ନୟାଗଡ଼ରେ ଉଦ୍ଘାଟିତ ହେଲା ଓରମାସ୍ର ଦୀପାବଳି ଷ୍ଟଲ୍ ସ୍ଥାନୀୟ କାରିଗର ଓ ଉତ୍ପାଦକଙ୍କ ହାତତିଆରି ସାମଗ୍ରୀକୁ ମିଳିବ ବଜାର
by
Proprietor Abhimanyu Maharana
November 6, 2026
ଚୋର ଙ୍କୁ ସାବାସୀ, ଚୋର ଧରାଳୀଙ୍କୁ କଟାକ୍ଷ ଏପରି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ନୟାଗଡ଼ ଜ଼ିଲା ରଣପୁର ବ୍ଲକ ଚାନ୍ଦପୁର ଅଂଚଳରେ
by
Proprietor Abhimanyu Maharana
November 6, 2026