ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବିରୋଧରେ ଧାରଣା ଓ ପ୍ରତିବାଦ – ରଣପୁର

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା  :- ରଣପୁର ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନରେ, ରଣପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ, ଖାଇବା ତେଲ, ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି,ଧାନ କୁଇଣ୍ଟାଲ ପ୍ରତି msp ସର୍ବାଧିକ ସହାୟକ ମୂଲ୍ୟ 2930 ଟଙ୍କା ବୃଦ୍ଧି କରିବା,,ଧାନ କିଣିବା ଟୋକାନର ଅବଧିକୁ june30 ପରିବର୍ତେ july25 ତାରିଖକୁ ବୃଦ୍ଧି କରିବା,ରବି ଋତୁରେ ସମସ୍ତ ଚାଷୀଙ୍କୁ କୀଟ ନାଶକ ଔଷଧ ,ସାର ଏବଂ

ରାଜ୍ୟସରକାର କ୍ଷତିସହିଥିବା ଚାଷୀଙ୍କୁ କ୍ଷତିପୂରଣ ଦାବିରେ,ରଣପୁର ବ୍ଲକ ସମ୍ମୁଖରେ, ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ ସଭାପତି ଦିଲ୍ଲୀପ କୁମାର ଜେନା, ଓଡିଶା କଂଗ୍ରେସ ସମ୍ପାଦକ ତଥା ରାଜ୍ୟ ,ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଯୁବ ଶାଖା ସଭାପତି ସତ୍ୟବ୍ରତ ନାୟକ,ନୟାଗଡ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ମିର ଅବୁବକର ସିଦ୍ଧିକ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ଧ୍ରୁବଚରଣ ପରିଡା,ଶତ୍ରୁଘନ ପାଇକରାଏ,ଓଡିଶା ଛାତ୍ରକଂଗ୍ରେସ ସମ୍ପାଦକ ଅନିଲ ଛୁଆଳ

ସିଂ, ଯୁବ ନେତା ସଞ୍ଜୟ କୁମାର ମହାନ୍ତି,ଅନିଲ ପରିଡା,ଜିତୁ ବାବୁ,ବାଳକୃଷ୍ଣ ଷଡ଼ଙ୍ଗୀ, ନିହାର ରଞ୍ଜନ ଦାଶ,ଯୁବ ନେତା ବାଦଲ ପ୍ରଧାନ,ଶରତ ଦାସ,ପ୍ରଫୁଲ ମହାରଣା, ଗଙ୍ଗାଧର ନାୟକ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ।

 

Exit mobile version