ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି 1.4.2020 ରିପୋର୍ଟ :– ପୁରୀ ଲୋକସଭା ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମାର୍ଚ୍ଚ ୨୫ ତାରିଖରେ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ ଫଣ୍ଡ )କୁ ୧୨ଲକ୍ଷ ଟଙ୍କା ଦାନ କରି ଓଡ଼ିଶାରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁରୀ ଲୋକସଭା ସାଂସଦ ଶ୍ରୀ ପିନାକୀ ମିଶ୍ର ସହାୟତା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଙ୍କ କୋଭିଡି ପାଣ୍ଠି କୁ ସାଂସଦ ଶ୍ରୀ ପିନାକୀ ମିଶ୍ର ଙ୍କର ୧୨ଲକ୍ଷ ଟଙ୍କାର ସହାୟତା

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ରଥଖଳା ହାଲଚାଲ - ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି
by
Proprietor Abhimanyu Maharana
April 25, 2026
ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ
by
Proprietor Abhimanyu Maharana
April 25, 2026
ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
by
Proprietor Abhimanyu Maharana
April 25, 2026
ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ
by
Proprietor Abhimanyu Maharana
April 25, 2026
ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
April 25, 2026
ବାରଙ୍ଗ ଗଙ୍ଗେଶ୍ୱର ଅଞ୍ଚଳରୁ ଗ୍ୟାସ୍ ସିଲିଣ୍ଡର୍ ସହ ବହୁ ଆନୁଷଙ୍ଗିକ ସାମଗ୍ରୀ ଜବତ
by
Proprietor Abhimanyu Maharana
April 25, 2026