ହାତୀମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ବୃକ୍ଷ ରୋପଣ

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମହିତମା ସେକ୍ସନ ଅଧିନରେ ଥିବା ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲ କମ୍ପାଟ ମେଣ୍ଟ – ୧୪ ରେ ବନୋମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ମହିପୁର ବନାଞ୍ଚଳ ଅଧିକାରୀ ଅଭୟ ରଥ,

ମହିତମା ବନପାଳ ରାକେଶ କୁମାର ସାହୁ,ବନରକ୍ଷୀ ସୁଧାକର ସାହୁ,ବିନାୟକ ଜେନା,ବିଜୟ କୁମାର ସାହୁ ,ଶ୍ରଦ୍ଧାଞ୍ଜଳି ସାହୁ, ଶ୍ରୀକନ୍ତା ନାୟକ ପ୍ରମୁଖ ଉପସ୍ଥିତ ରହି ବହୁ ମୂଲ୍ୟବାନ ବୃକ୍ଷ ରୋପଣ କରିଥିଲେ । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )

Exit mobile version